।। ବଢୁଛି ଟଙ୍କା ଉଠାଣ ଓ ଖାତା ଯାଞ୍ଚ ପାଇଁ ବ୍ୟାଙ୍କରେ ଭିଡ଼ ।।

Oct 9, 2024 - 20:52
 0  10
।। ବଢୁଛି  ଟଙ୍କା ଉଠାଣ ଓ ଖାତା ଯାଞ୍ଚ ପାଇଁ ବ୍ୟାଙ୍କରେ ଭିଡ଼ ।।

ବରୀ, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାର ହିତାକାରୀଙ୍କ ଖାତାକୁ ଟଙ୍କା ପଠାଇଥିଲେ । ଏହି ଟଙ୍କା ମାଧ୍ୟମରେ ମହିଳାମାନେ ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହେବେ ବୋଲି ପ୍ରଚାର କରାଯାଉଛି। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ଭଳି ଅନୁଭୁତ ହେଉଛି। ହେଉଛି। ଗତକାଲି ଏହି ଟଙ୍କା ଟ୍ରାନ୍ସଫର ହେବା ପରେ ଆଜି ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ହିତା ଭିଡ଼ ଦେଖିବାକୁ ମିଳିଛି | କିଏ ନିଜ ଟଙ୍କା ଉଠାଇବା ପାଇଁ ଚ ଚ ଆଉ କିଏ କି ନିଜ ଖାତାକୁ ଟଙ୍କା ଆସିଛି କି ନାହିଁ ତାହା ତା ଯାଞ୍ଚ କରିବା ପାଇଁ ବ୍ୟାଙ୍କରେ ଭିଡ଼ ଜମାଇଛନ୍ତି । ବାଲିଆପାଳ ଛକରେ ଥୁବା । ଇଣ୍ଡିଆନ୍ ବ୍ୟାଙ୍କରେ ବରୀ ବ୍ଲକ ବାଲିଆପା ସକାଳ ୭ଟାରୁ ମହିଳାମାନେ ଆସି ଧାଡ଼ିରେ ଠିଆ ହୋଇଥିଲେ । ମହିଳାମାନେ ଏପରିକି ନିଜ ଛୋଟ ଛୋଟ ଛୁଆଙ୍କୁ ଧରି ଧାଡିରେ ଠିଆ ହୋଇଥିବା ଦୃଶ୍ୟ ଆଜି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବ୍ୟାଙ୍କ୍‌ରେ ଏତେ ସଂଖ୍ୟକ ହିତାଧିକାରୀଙ୍କୁ ଦେଖୁ ଦେଖୁ ବ୍ୟାଙ୍କ ବ୍ୟାଙ୍କ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଛନ୍ତି I ଦ୍ଵିତୀୟ ମହଲାରେ ବ୍ୟାଙ୍କକୁ ଯିବା ପାଇଁ ଥିବା ସିଡିରେ ଘଣ୍ଟା ଘଣ୍ଟା ଧରି ହିବାକାରୀ ଠିଆ ହେବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦି କୌଣସି ଅଘଟଣ ଘଟେ, ସେଥ‌ିପାଇଁ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନ ଠିଆ କରିଛି । ଏଥିପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ