।। ପୂର୍ବଶତ୍ରୁତା କୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ "ମହିଳା ଓ ତାଙ୍କ ନାତି ଗୁରୁତ୍ୱର ।।

Jul 11, 2024 - 22:09
 0  10
।। ପୂର୍ବଶତ୍ରୁତା କୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ "ମହିଳା ଓ ତାଙ୍କ ନାତି ଗୁରୁତ୍ୱର ।।

କଲମପୁର ବ୍ଲକ ଅଧିନସ୍ତ ହାରାମାଲ ପଂଚାୟତର ପରୁଆଗୁଡା ଗ୍ରାମର ପଟେଲପଡା ଠାରେ ଘଟିଛି ଏକ ଅଘଟଣ ।ଦୁର୍ବୁତ୍ତ ଦୈତାରି ପଟେଲ ପିତା ଭଗବାନ ପଟେଲ ଡିହଜାଗା ପାଇଁ ସାଜିଛି ଅମଣିଷ । ସାହିର କୃଷ୍ଣପ୍ରିୟା ପଟେଲ ସ୍ୱାମୀ ବିଶ୍ୱନାଥ ପଟେଲ ଙ୍କୁ କରିଛି ଛୁରାମାଡ଼ ପେଟ .ଛାତି ଆଉ ପାଟି ରେ ଛୁରୀ ଲଗାଇବା ସହ ଅବିବେକି ମଣିଷ ଶେଷରେ ତିନି ମାସ ର ଶିଶୁ ଙ୍କୁ ମଧ୍ୟ ଛାଡିଲା ନାହଁ ଛାତି ରେ ଗୋଡ଼ ପକାଇ ମକଚି ଦେବାରୁ ଆଇ ନାତି ଗୁରୁତର । ଏ ବିଷୟରେ ସାହିଲୋକ ଜାଣି ତୁରନ୍ତ ପୋଲିସ ଙ୍କୁ ଫୋନ କଲା ପରେ ଘଟଣା ସ୍ଥଳ ରେ ପୋଲିସ ଆସି ଦୁର୍ବୁତ୍ତ ଙ୍କୁ କଲେ କାବୁ ।ପୋଲିସ ସୂଚନା ଅନୁସାରେ ସାଇନ୍ସଟିକାଲ ଟିମ ପହଂଚି ଘଟଣା ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ପୋଲିସ ବର୍ତମାନ ଆହତ ଦୁଇ ଆଇ ଓ ନାତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଲମପୁର ଚିକିତ୍ସାଳୟ ରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନତରିତ କରାଯାଇଥିବା ସୂଚନା ମିଳିଛି ।

କଳାହାଣ୍ଡି ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ ଫାଷ୍ଟ news ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ