ପଞ୍ଚାୟତସ୍ତରୀୟ ଜନଶୁଣାଣି ଶିବିର

Sep 25, 2024 - 08:41
 0  16
ପଞ୍ଚାୟତସ୍ତରୀୟ ଜନଶୁଣାଣି ଶିବିର

ଜନଶୁଣାଣି ଶିବିରରେ ଉପସ୍ଥି ଉପସ୍ଥିତ ଅଧୂକାରୀ ଏବଂ ଅନ୍ୟମାନେ। ବରୀ ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ୍ ୩୫୩ ଅଭିଯୋଗ ପଞ୍ଜୀକୃତ କରାଯାଇଥିଲା। ସେଥୁମଧ୍ୟରୁ ୩୦୨ ବ୍ୟକ୍ତିଗତ ଓ ୫୧ ସାମୂହିକ ଅଭିଯୋଗ ରହିଥିଲା। ଶିବିରକୁ ସରପଞ୍ଚ ପ୍ରଜ୍ଞାପରାମିତା ପରିଡ଼ା, ସମିତିସଭ୍ୟ ବିଭୁପ୍ରସାଦ ରାଉତ ପରିଚାଳନା କରିଥିଲେ। ବିଡିଓ ପଞ୍ଚାନନ ମଲ୍ଲିକ, ଏବିଡିଓ ମହେଶ୍ୱର ସେଠୀ, ସଠୀ, ତହସିଲଦାର ସାଇଶ୍ରୀ ସେଠୀ, ପ୍ରାଣୀଧନ ଚିକିତ୍ସା ଅଧିକାରୀ ଭକ୍ତଚରଣ ସେଠୀ, ପାନୀ ନୀୟ ଜଳ ଯୋଗାଣ ବିଭାଗ କନିଷ୍ଠଯନ୍ତ୍ରୀ ବିଭୂତି ଭୂଷଣ ପଣ୍ଡା, କନିଷ୍ଠ ଯନ୍ତ୍ରୀ ଦୁର୍ଗାପ୍ରସାଦ ସାହୁ, ଯୋଗାଣ ନିରୀକ୍ଷକ ସୂର୍ଯ୍ୟକାନ୍ତ ଲୋକନାଥ ପଣ୍ଡା, ଏପିଓ ରବିନାରାଯ ନାରାୟଣ ସାହୁ, ସ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ ଜେନା, ରତ୍ନଗିରି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ସ୍ବସ୍ତିକ ମହାନ୍ତି, ଆଲୋକ ଅଧିକାରୀ ଓ ବିପିସି ରୋଜାଲିସା ସାହୁଙ୍କ ସମେତ ବ୍ଲକର ବିଭିନ୍ନ ଅଧ୍କାରୀ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣାଣି କରିଥ୍ ରିଥିଲେ ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ