।। ନିଦବସା ନଦୀ ସ୍ଥାନ ରେ ବ୍ରିଜ କେବେ ହେବ ।।

Feb 18, 2024 - 19:49
 0  10
।। ନିଦବସା ନଦୀ ସ୍ଥାନ ରେ ବ୍ରିଜ କେବେ ହେବ ।।

ଥୁଆମୂଳ ରାମପୁର ବ୍ଲକ ବନ ପାହାଡ଼ ଘେରା ଥିବା ପଛୁଆ ବର୍ଗରେ ଥିବା କେନ୍ଦୁ ମୁଣ୍ଡି ଓ ଚିରକା ଗାଁ ର ମଧ୍ୟ ସ୍ଥାନ ରେ ନିଦ ବସା ନଦୀ ରେ ବ୍ରିଜ ନ ଥିବା ଯୋଗୁ ଡାକ୍ତର ଖାନା କୁ ଯିବା ହେଉ କି ଜରୁରୀ କାଳୀନ ପରିସ୍ଥିତି ରେ କମ ଦୂରତା ହେବ ଅ ଡ୍ରି ଗାଁ ଠାରୁ କେନ୍ଦୁ ମୁଣ୍ଡି ଦୂରତା ଦୁଇ କିଲୋମିଟର ହେବ l ଆଜି ବି ଲୋକେ ଗମନା ଗମନ କରିବା ପାଇଁ କିଛି ସୁବିଧା ଥାଇ ନ ଥିବା ଭଲି ଲୋକେ ପ୍ରକାଶ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ