।। ନବନିର୍ବାଚିତ ବିଧାୟକ ଙ୍କୁ ପାଟଣା ପ୍ରେସ କ୍ଲବ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ।।

ପାଟଣା:୫/୬() କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ରେ ଥିବା ପାଟଣା ପ୍ରେସ କ୍ଲବ ତରଫରୁ ନବ ନିର୍ବାଚିତ ବିଧାୟକ ଅଖିଳ ଚନ୍ଦ୍ର ନାଏକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି।ଏହି ପରି ପ୍ରେକ୍ଷୀରେ ପାଟଣା ପ୍ରେସ କ୍ଲବ ସଭାପତି କିଶୋର ଚନ୍ଦ୍ର ମହାନ୍ତ ସମ୍ପାଦକ ବିଜୟ ରତ୍ନ ପତି ,ଉପଦେଷ୍ଟା ନୃସିଂହ ନାଥ ସିଂହ ,ଅଭିମନ୍ୟୁ ରାଉତ,ସହ ସମ୍ପାଦକ କମିନିକାନ୍ତ ଦ୍ବିବେଦୀ ,ପାର୍ଥସାରଥୀ ପାତ୍ର, କୋଷାଧ୍ୟକ୍ଷ ଚିରଞ୍ଜୀବ ଦାଶ, ନିଷିକାନ୍ତ ବେହେରା,ରବିନ୍ଦ୍ର କୁମାର ପୃଷ୍ଟି,ବିଜୟ କୁମାର କାରୁଆ ତୁଷାରକାନ୍ତ ମହାନ୍ତ,ରତିକାନ୍ତ ମହାନ୍ତ ,ସନ୍ତୋଷ କୁମାର ପତି ଦଶରଥ ବାରିକ୍ ଉପସ୍ଥିତ ରହିଥିଲେ ।
କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା
What's Your Reaction?






