ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ

Nov 21, 2024 - 21:55
 0  24
ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ

ଯାଜପୁର ଜିଲ୍ଲା ଧାର୍ମଶାଲା ବିଧାୟକ ହିମାଂଶୁ ଶେଖର ସାହୁ ଆକ୍ରମଣ ,, ଅଭିଯୋଗ ଘଟଣାରେ ପୁଲିସର ଆକ୍ସନ୍। ତଦନ୍ତ ପାଇଁ ୩ଟି ଟିମ୍ ଗଠନ ହୋଇଥିବାବେଳେ ପୁଲିସ ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ୍ ୬ ଜଣଙ୍କୁ ଅଟକ ରଖିଛି। ତେବେ ଏ ନେଇ ପୁଲିସ୍ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ସେପଟେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ଲାଗି ଯାଜପୁର ଟାଉନ ଥାନା ଆଗରେ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ବୁଧବାର ରାତିରେ ଏଡିଜି ଆଇନଜୀବୀ ଯାଇ ଯାଜପୁରରେ ପହଞ୍ଚିଛନ୍ତି। ଯାଜପୁର ସଦର ଥାନା ଏବଂ ଟାଉନ ଥାନା ଅନ୍ତର୍ଗତ ସମ୍ବେଦନଶୀଳ ସ୍ଥାନ ଗୁଡିକ ଉପରେ ପୁଲିସର କଡା ନଜର ରହିଛି। ଏବଂ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସୂଚନା ମିଳିଛି। ହିମାଂଶୁଙ୍କୁ ଯାଜପୁର ବୁଢାଖଣ୍ଟ ଛକ‌ରେ ବବି ଦାସଙ୍କ ସମର୍ଥକ ମାନେ ଆକ୍ରମଣ କରିଥିବା ନେଇ ବୁଧବାର ଅଭିଯୋଗ ହୋଇଥିଲା। ହିମାଂଶୁ କହିଛନ୍ତି ଗତକାଲି ସେ ଖଣି ଉପନିର୍ଦେଶକଙ୍କ କାର୍ଯ୍ୟାଳୟକୁ ମିଟିଂ ପାଇଁ ଯିବାବେଳେ କିଛି ଲୋକ ରାସ୍ତାରୋକ କରିଥିଲେ । ଆକ୍ରମଣକାରୀମାନେ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ ବିଧାୟକ ମୁଖ୍ୟମନ୍ତ୍ରୀ, ପୁଲିସ ଡିଜିଙ୍କୁ ଅବଗତ କରି ନ୍ୟାୟ ପାଇବା ସହିତ ଆକ୍ରମଣ କାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଅଭିଯୋଗ ଘଟଣାରେ ପୁଲିସର ଆକ୍ସନ୍। ତଦନ୍ତ ପାଇଁ ୩ଟି ଟିମ୍ ଗଠନ ହୋଇଥିବାବେଳେ ପୁଲିସ ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ୍ ୬ ଜଣଙ୍କୁ ଅଟକ ରଖିଛି। ତେବେ ଏ ନେଇ ପୁଲିସ୍ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ସେପଟେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ଲାଗି ଯାଜପୁର ଟାଉନ ଥାନା ଆଗରେ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ବୁଧବାର ରାତିରେ ଏଡିଜି ଆଇନଜୀବୀ ଯାଇ ଯାଜପୁରରେ ପହଞ୍ଚିଛନ୍ତି। ଯାଜପୁର ସଦର ଥାନା ଏବଂ ଟାଉନ ଥାନା ଅନ୍ତର୍ଗତ ସମ୍ବେଦନଶୀଳ ସ୍ଥାନ ଗୁଡିକ ଉପରେ ପୁଲିସର କଡା ନଜର ରହିଛି। ଏବଂ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସୂଚନା ମିଳିଛି। ହିମାଂଶୁଙ୍କୁ ଯାଜପୁର ବୁଢାଖଣ୍ଟ ଛକ‌ରେ ବବି ଦାସଙ୍କ ସମର୍ଥକ ମାନେ ଆକ୍ରମଣ କରିଥିବା ନେଇ ବୁଧବାର ଅଭିଯୋଗ ହୋଇଥିଲା। ହିମାଂଶୁ କହିଛନ୍ତି ଗତକାଲି ସେ ଖଣି ଉପନିର୍ଦେଶକଙ୍କ କାର୍ଯ୍ୟାଳୟକୁ ମିଟିଂ ପାଇଁ ଯିବାବେଳେ କିଛି ଲୋକ ରାସ୍ତାରୋକ କରିଥିଲେ । ଆକ୍ରମଣକାରୀମାନେ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ ବିଧାୟକ ମୁଖ୍ୟମନ୍ତ୍ରୀ, ପୁଲିସ ଡିଜିଙ୍କୁ ଅବଗତ କରି ନ୍ୟାୟ ପାଇବା ସହିତ ଆକ୍ରମଣ କାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ,

ଯାଜପୁର ଜିଲ୍ଲା ରୁ ବ୍ୟୁରୋ ଚିପ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ