ଦେଶର ଭବିଷ୍ୟତ କୁହାଯାଉଥିବା ନିରିହ ଛାତ୍ରଛାତ୍ରୀଙ୍କ ଜୀବନ ସହିତ ଖେଳ

Dec 21, 2024 - 19:55
 0  12
ଦେଶର ଭବିଷ୍ୟତ କୁହାଯାଉଥିବା ନିରିହ ଛାତ୍ରଛାତ୍ରୀଙ୍କ ଜୀବନ ସହିତ ଖେଳ

ବାରିପଦା ଟାଉନ WN-14 ରେ ଏହି ସ୍କୁଲଟି ବିପଦ ସଙ୍କୁଳ ଅବସ୍ଥାରେ ଅଛି, ନିରିହ ଛାତ୍ରଛାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ସଙ୍କୁଳ ଅବସ୍ଥାରେ ଅଛି । ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକ।ରୀ ଙ୍କୁ ଅବଗତ କରାଇ ଖୋଦ ଅଧିକାରୀଆସି ଏହା ଦେଖିଯାଇଛନ୍ତି । ଏବଂ ପ୍ରତିଶୃତି ମଧ୍ଯ ଦେଇଥିଲେ ଆଠଦିନ ଭିତରେ ଏହାର ନିର୍ମାଣ ହେବ, ମାତ୍ର ଆଠମାସରୁ ଉର୍ଦ୍ଧ ହେଲାଣୀ,ଅଧିକାରୀଙ୍କ ପ୍ରତି ଶୃତି ମିଥ୍ୟା ପ୍ରତିଶୃତିଥିଲା, ଛାତ୍ରଛାତ୍ରୀମାନେ ରାସ୍ତ। ଅବର ଦ କରିଥିଲେ।,ଏକ ନୂତନ ଗୃହ ନିର୍ମାଣ ପାଇ ଦାବି କରିଥିଲେ. ସାଧାରଣତଃ ଏହି ବିଦ୍ୟାଳୟରେ ଗରୀବ ଶ୍ରେଣୀର ପିଲାମାନେ ପାଠପଢନ୍ତି, ତେଣୁ ଏମାନଙ୍କ ପ୍ରତିସରକାରଙ୍କ ର ଅବହେଳା କୁ ସବୁ ମହଲରେ ନିନ୍ଦା କରାଯାଉଛି।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ