ଡି.ପି.ଏଲ.ସିସନ୍ ଟୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Jun 2, 2024 - 05:54
 0  5
ଡି.ପି.ଏଲ.ସିସନ୍ ଟୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଗାରିଡି ପଞ୍ଚାୟତର ଡୁମାଡଙ୍ଗର ଗ୍ରାମର ହାଇ ସ୍କୁଲ୍ ଫଡ଼ିଆ ଠାରେ ଛାଲିଥିବା ଡି. ପି.ଏଲ ସିସନ୍ ଟୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଆଜିର ଫାଇନାଲ ମ୍ୟାଚ୍ ରୋୟାଲ ସ୍ତ୍ରିକେର ଓ ଡି. ପି.ଏଲ କିଙ୍ଗସ୍ ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ୧୨ ଓଭର୍ ବିଶିଷ୍ଟ ଏହି ମ୍ୟାଚ୍ ରେ ରୋୟାଲ୍ ସ୍ତ୍ରିକେର ଦଳ ପ୍ରଥମେ ବ୍ୟାଟିଙ୍ଗ କରି-୧୫୯ ରୋନ୍ ସଂଗ୍ରହ କରିଥିଲେ l ଏବଂ ୧୬୦ ରୋନ୍ ର ଲକ୍ଷ ରଖି ଫଡିଆକୁ ଅଲ୍ଲାଇଥିବା ଡି. ପି.ଏଲ କିଙ୍ଗସ୍ ଦଳ -୧୧ ଓଭର୍ -୨ ଟି ବୋଲ୍ ରେ ଓଲ ଆଉଟ୍ ହୋଇଗଲେ l ଏବଂ ବିଜୟୀ ହୋଇଥିବା ରୋୟାଲ୍ ସ୍ତ୍ରିକେର୍ ଷ୍ଟିମ୍ ର କ୍ୟାପଟେନ୍ ଚନ୍ଦନ ଖାଣ୍ଡ -୨୭ ଟି ବୋଲ୍ ରେ -୬୧ ରୋନ୍ ସଂଗ୍ରହ କରିଥିଲେ l ଗୋପନ ଖାଣ୍ଡ -୯ ଟି ବୋଲ୍ ରେ -୨୭ ରୋନ୍ ସଂଗ୍ରହ କରିଥିଲେ l ଓ ସୋମିର୍ -୧୩ ଟି ବୋଲ୍ ରେ -୨୭ ରୋନ୍ ସଂଗ୍ରହ କରିଥିଲେ l ଏବଂ ହାରିଯାଇଥିବା ଡି. ପି. ଏଲ କିଙ୍ଗସ୍ ଷ୍ଟିମ୍ ର ସୁଶିଲ ଖୋରା -୧୮ ଟି ବୋଲ୍ ରେ -୪୮ ରୋନ୍ ସଂଗ୍ରହ କରିଥିଲେ l ଦୈତାରି -୧୦ ଟି ବୋଲ୍ ରେ- ୧୭ ରୋନ୍ ସଂଗ୍ରହ କରିଥିଲେ l ଓ ଦିବା -୯ ଟି ବୋଲ୍ ରେ - ୧୦ - ରୋନ୍ ସଂଗ୍ରହ କରିଥିଲେ l ଏବଂ ଡି. ପି. ଏଲ ସିସନ୍ ଟୁ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୂଖ୍ୟ ଅଥିତି ଭାବେ ଯୋଗ ଦେଇଥିଲେ ସ୍ଥାନୀୟ ସରପଞ୍ଚ ଶ୍ରୀ ଗୋପୀନାଥ ବିଡିକା ଲକ୍ଷ୍ମୀପୁର ରୁ ଶ୍ରୀ ମତୀ କୈଶଲ୍ୟା ହିକକା ଓ ଲୋକି କଞ୍ଜାକା, ବିସମ୍ବର , ଦାସାମାତି, ଏବଂ ଅନ୍ୟ ଅନ୍ୟ ନେତା ମାନେ ମଧ୍ୟ ଯୋଗ ଦେଇଥିଲେ l ଏବଂ ସେହି -୨ ଟି ଷ୍ଟିମ୍ କୁ ଆୟୋଜିତ ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି l ଓ ହାରିଯାଇଥିବା ଡି. ପି. ଏଲ କିଙ୍ଗସ୍ ଷ୍ଟିମ୍ କୁ ରୋନର୍ କୋପ୍ ପ୍ରଦାନ କରିଛନ୍ତି l ଓ ବିଜୟୀ ହୋଇଥିବା ରୋୟାଲ୍ ସ୍ତ୍ରିକେର୍ ଷ୍ଟିମ୍ କୁ ଉଇନୋର୍ କୋପ୍ ସହ କୈଶଲ୍ୟା ହିକକା -୨୫୦୦୦ ହଜାର ଟଙ୍କା ମଧ୍ୟ ଦାନ କରି ଅଛନ୍ତି l

ବନ୍ଧୁଗାଁ ରୁ ମଣ୍ଡଳ ମିଣୀଆକା ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ