।। ଛେଳି ଚରାଇ ଯାଇ ଥିଲାବେଳେ ମହୁଁ ମାଛି ଆକ୍ରମଣ ରେ ଜଣେ ମୃତୁ ।।

Jun 25, 2024 - 15:59
 0  14
।। ଛେଳି ଚରାଇ ଯାଇ ଥିଲାବେଳେ ମହୁଁ ମାଛି ଆକ୍ରମଣ ରେ ଜଣେ ମୃତୁ ।।

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ରେ ଦେଖିବାକୁ ମିଳିଛି ବାରଙ୍ଗା ବଡି ଗ୍ରାମ.ଠାରେ କାନ୍ଦ ବଭାଳରେ ପାଟିପଡିଛି ଗାଁ ସାରା ଜେଜେ ବାପାଙ୍କ ସହିତ ନିଜ ନାତି ଚିନୁ ପ୍ରଧାନୀ ଓ ଜେଜେବାପା ସୁକୁ ପ୍ରଧାନୀ ଛେଳି ଚୋରାଇବାକୁ ଯାଇଥିଲେ।ଛେଳି ଚୋରାଉଥିବା ସମୟ ରେ ମହୁମାଛି ଆକ୍ରମଣ କରିଥିଲେ ହୁହାଲ ପାଟି କରୀ ଡାକିବାରୁ ଆଖ ପାଖ ରେ ଥିବା ଲୋକେ ଦୈହୁଡ଼ିଆସି ଗୋଷ୍ଟି ସ୍ଵାସ୍ତ୍ଯ କେନ୍ଦ୍ରକୁ ନିଜ ଗାଡ଼ିରେ ଆଣିଥିବା ଅବସ୍ଥାରେ ଅଦାବାଟରେ ମୃତ୍ୟୁ ହାଇଥିଲା ।ପରେ ବାଟ ରୁ ପେରାଇ ନେଇ ଶବ ଦାହା କଲେ, ନାତି କହିବା ହିସାବରେ ଛେଳି ଚରାଇ ଯାଇ ଥିଲୁ ପତ୍ର ଉପରେ ଟିକେ ସମୟ ବସି ତିବାବେଳେ କୁଉଟି ଥାଇ ମହୁଁ ମାଛି ଆମ ଉପରକୁ ଆକ୍ରମଣ କଲେ ସେଥିରୁ ଉଟି ଦୈଉଡି ଆସିଥିଲେ ହେଲେ ନାତି ଅପେକ୍ଷା ଜେଜେ ବାପାକୁ ବଉତ ସଂଖ୍ୟା ରେ କାମୁଡି ବାରୁ ମୃତ୍ୟୁ ବରଣ କଲେ ।

ଲମତାପୁଟ ରୁ ସୁବାଷ ମାଲିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ