।। ଚକ୍ଷୁ ପରୀକ୍ଷା ଶିବିର ପେଟା ।।

Oct 15, 2024 - 20:01
 0  6
।। ଚକ୍ଷୁ ପରୀକ୍ଷା ଶିବିର ପେଟା ।।

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପେଟା ପଞ୍ଚାୟତ ରେ ଆଜି, ଆଖି ଟେଷ୍ଟ କରାଯାଉ ଥିଲା ପେଟା ପଞ୍ଚଯାତ ରେ, ଜୁ ମେଡିକାଲ ନର୍ସ ଆଖି ପରୀକ୍ଷା କରିବାକୁ ଆସିଥିଲେ ତାଙ୍କୁ ହେଲ୍ପ କରିଥିଲେ ପେଟା ସହିଧ ଲକ୍ଷ୍ମମଣ ନାୟକ,ଉୟୁଥ କ୍ଳବ ସଂଘ,ସଭାପତି ରଜନ କୁମାର ଭତରା ଓ ହରିଶ ଚନ୍ଦର କୁମ୍ବାର, ଘାସି କ୍ରିସାନି, ଧନ କ୍ରିସାନି, ଚୈତନ୍ୟ କ୍ରିସାନି ଓ ପ୍ରତେକ ଉୟୁଥ କ୍ଳବ ର ସଦ୍ୟସୀୟ ଉପସ୍ଥିତ ତାହିଁ ବଦ୍ରାଗୁଡା ଗ୍ରାମ,ଓ ପେଟା ଗ୍ରାମ, ନୂଆଗୁଡା ଗ୍ରାମ 4 ରୁ 5 କଣ୍ଡ ଗ୍ରାମ ର ଲୋକେ ପଞ୍ଚଯାତ ଓପିସ କୁ ଆଖି ପରୀକ୍ଷା ପାହିଁ ଆସିଥିଲେ ଆଖି ପରୀକ୍ଷା କରି, ଚଷମା ନେହିଖୀ ଗଲେ,, 15 ବର୍ଷ ରୁ 80 ବର୍ଷ ପ୍ରର୍ଯ୍ୟନ୍ତ ବୟସ୍କ ଲୋକ ଙ୍କୁ ପରୀକ୍ଷା କରିଥିଲେ, ଗୁଟେ ଚଷମା ବାହାରୁ କିଣିଲେ ଯେଉ ଚଷମା 1500 ସହ ରୁ 2000 ଟଙ୍କା ରେ ମିଳେ ସେହି ଚଷମା, ମାତ୍ର 250 ରୁ 300 ଟଙ୍କା ରେ ଦେଉଥିଲେ, ଆଖି ରେ ମୋତିଆ କି ବିନ୍ଦୁ ହେଇଥିଲେ ମାଗଣା ରେ ଅପ୍ରେସନ କରାଯିବ ମେଡିକାଲ ରେ ରହିବା ଖାଇବା ଘରୁ ଯିବା ଓ ଆସିବା ବେଭସ୍ତ ବି ଅଛି ମେଡିକାଲ ରେ ବୋଳି କଉଥିଲେ ।

 ଲମତାପୁଟ ସୁବାଷ ମାଳିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ