।। ଘାଟଗୁଡ଼ା NH 26 ରୁ ଦାମୋନଯୋଡି ନାଲକୋ ଯିବା ରାସ୍ତା ଜାମ୍ ।।

Apr 11, 2023 - 17:51
 0  453
।। ଘାଟଗୁଡ଼ା NH 26 ରୁ ଦାମୋନଯୋଡି ନାଲକୋ ଯିବା ରାସ୍ତା ଜାମ୍ ।।

କୋରାପୁଟ ଜିଲ୍ଲା ସୁନାବେଡ଼ଡ଼ା ନିକଟସ୍ଥ ଘାଟଗୁଡ଼ା ରୁ ଦାମୋନଯୋଡି ନାଲକୋ ଯିବା ରାସ୍ତା ଜାମ୍ ହେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।ସୂଚନା ଅନୁଯାୟୀ ଏକ ଟେଙ୍କର ଗାଡ଼ି ଯାହାର ନଂ Ap 39 UF 2299 ଉକ୍ତ ଗାଡିଟି ଭାରତ ମାଳା NHAI ର କାର୍ଯ୍ୟ ପାଇଁ ସିମେଣ୍ଟ ନେଇ ଯାଉଥିବା ବେଳେ ଏହି ଘଟଣା ଘଟିଛି ପ୍ରାୟ ୩୦ ମିନିଟ ହେବ ଗାଡ଼ିଟି ରାସ୍ତା ଉପରେ ପଡ଼ି ରହିଛି ତେଣୁ ଉକ୍ତ ରାସ୍ତା ଦେଇ ଯିବା ପାଇଁ ଲୋକେ ଅସୁବିଧା ରେ ସମୁଖୀନ ହେଉଛନ୍ତି ।ଘଟଣା କୁ ନେଇ କ୍ରେନ କୁ ଯୋଗାଯୋଗ କରାଯାଇଥିବାର ସୂଚନା ରହିଛି ।ଏପର୍ଯ୍ୟନ୍ତ କ୍ରେନ ପହଁଚି ନାହିଁ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ