।। ଉପଯୁକ୍ତ ଉତ୍ତର ଦାବିରେ ସେଙ୍ଗେଲର ଗଣ ଧାରଣା ।।
୨୦ ସେପ୍ଟେମ୍ବର ସୁଦ୍ଧା ଉତ୍ତର ନ ମିଳିଲେ, ୩୦ ସେ ଷ୍ଟେମ୍ବରରେ ମୟୂରଭଞ୍ଜ ବନ୍ଧ, ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟଙ୍କୁ ଉତ୍ତର ମାଗୁଛି ସେଙ୍ଗେଲ ଅଭିଯାନ, ବାରିପଦା ୨୭ ଅଗଷ୍ଟ ଆଦିବାସି ସେଙ୍ଗେଲ ଅଭିଜାନ ବାରିପଦା ଜୋନାଲ କମିଟିର ସେଙ୍ଗେଲସଭାପତି ସହ ଅଲ ଇଣ୍ଡିଆ majhi ପାର୍ଗାନ ମାଡ଼ୱ। ଓଡ଼ିଶା ପ୍ରଦେଶ କମିଟିର ସେଙ୍ଗେଲ ପାର ର୍ଗାନା ଶ୍ରୀ ନାରାୟଣ ମୁର୍ମୁଙ୍କ ନେତୃତରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣଧାରଣା ପ୍ରଦର୍ଶନ କରାଯାଇ ମହାମହିମ ରାଷ୍ଟ୍ରପତି ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ତିନି ମୋଟି ପ୍ରଶ୍ନର ଉପଯୁକ୍ତ ଉତ୍ତର ପ୍ରଦାନ କରାଯିବା ଦାବୀରେ ପ୍ରଦେଶ ସେଙ୍ଗେଲ ସଭାପତି ଶ୍ରୀ ନରେନ୍ଦ୍ର ହେମ ବ୍ରମ ଙ୍କ ଉପସ୍ତିତିରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ବାରିପଦାରୁ -ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0