।। ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ।।
ଗଞ୍ଜାମ ତା:-୨୧/୦୯/୨୫ (ସୁଭଦ୍ରା ଶୁକ୍ଳା) ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଡ ସୁବ୍ରତ କୁମାର ସାହୁ, ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ, ଉପସଭାପତି ଡ଼ ବନମାଳୀ ପାଣିଗ୍ରାହୀ ଓ ଡ଼ ବାୟାମନୁ ଚର୍ଚ୍ଚି , ଜିଲ୍ଲା ପ୍ରତିନିଧି ଡାକ୍ତର ସମରେନ୍ଦ୍ର କୁମାର ସାହୁ କୋଷାଧ୍ୟକ୍ଷ କେଦାର ନାଥ ପଣ୍ଡା, ଯୁଗ୍ମ ସମ୍ପାଦକ ଭାବରେ ତାରିଣୀ ଚରଣ ନାୟକ ଙ୍କ ସମେତ ଉପଦେଷ୍ଟା ନବୀନ କୁମାର ପଟ୍ଟନାୟକ ଏବଂ ରାଜ୍ୟ ପରିଷଦ ସଦସ୍ୟ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା ନିର୍ବାଚିତ ହୋଇଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ଗଜପତି ଜିଲ୍ଲା ସମ୍ପାଦକ ବିନୋଦ ଚନ୍ଦ୍ର ଜେନା ଯୋଗଦାନ କରି ନିର୍ବାଚନ ପରିଚାଳନା କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0