।। 24 ଘଣ୍ଟାରେ 20 ମିଲିୟନ ସବସକ୍ରାଇବ,ୟୁଟୁବ ରେକର୍ଡ ଭାଙ୍ଗିଲେ ଖ୍ରୀଷ୍ଟିଆନୋ ରୋନାଲଡ ।।

Aug 28, 2024 - 11:56
 0  19
।। 24 ଘଣ୍ଟାରେ 20 ମିଲିୟନ ସବସକ୍ରାଇବ,ୟୁଟୁବ ରେକର୍ଡ ଭାଙ୍ଗିଲେ ଖ୍ରୀଷ୍ଟିଆନୋ ରୋନାଲଡ ।।

ପର୍ତୁଗାଲ ଦେଶର ଖ୍ରୀଷ୍ଟିଆନୋ ରୋନାଲଡ ଜଣେ ପୃଥିବୀ ରେକର୍ଡ କରିଥିବା ଫୁଟବଲ ଖେଳାଳି ଅଟନ୍ତି, ସେ ଫୁଟବଲ ମ୍ୟାଚରେ ଅନେକ ରେକର୍ଡ କରିଛନ୍ତି, ବର୍ତ୍ତମାନ ସେ ୟୁଟୁବ ଡିଜିଟାଲ ପ୍ଲାଟଫର୍ମ ରେ ଆଉ ଏକ ନୂଆ ୟୁଟୁବ ଚେନେଲ ଲଞ୍ଚ କରିଛନ୍ତି, ସେ ଏକ ଖ୍ରୀଷ୍ଟିଆନ ପରିବାରର ବ୍ୟକ୍ତି ଅଟନ୍ତି, ଏହି 39 ବର୍ଷିଆ ଖ୍ରୀଷ୍ଟିଆନୋ ରୋନାଲଡ ସେ ୟୁଟୁବ ଆକାଉଣ୍ଟ ଖଲିବା 90 ମିନିଟରେ 10 ଲକ୍ଷ Subscriber ପାର ହାଇସାରିଥିଲା, 12 ଘଣ୍ଟା ମଧ୍ୟରେ Golden Button ରୋନାଲଡଙ୍କ ଘରକୁ ପହଞ୍ଚିଥିଲା, ଆଉ 24 ଘଣ୍ଟାରେ 20ମିଲିୟନ Subscriber ହଇଥିଲା, ହଁ ଦର୍ଶକ ବନ୍ଧୁ ବିଶ୍ୱାସ ହେଉନଥିଲେ ବି ଏହା ସମ୍ପୂର୍ଣ ସତ ଅଟେ, ଏପରି ଖବର ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି, ଖ୍ରୀଷ୍ଟିଆନ ରୋନାଲଡ ଙ୍କ ସୋସିଆଲ ମିଡିଆରେ ଅନେକ ଫ୍ୟାନ ଫଲୋଏର୍ସ ଅଛନ୍ତି, ଫେସବୁକରେ 170ମିଲିୟନ ଓ instagram ରେ 636ମିଲିୟନ ଫୋଲୋଏର୍ସ ଅଛନ୍ତି, ରୋନାଲଡଙ୍କ ପରି ପୃଥିବୀ ଇତିହାସରେ ବର୍ତମାନ କିମ୍ବା ଅତୀତରେ ଏପରି କେହି ଡିଜିଟାଲ ପ୍ଲାଟଫର୍ମ ରେ ରେକର୍ଡ କରିନାହାନ୍ତି, କେବଳ 12 ଭିଡିଓସ ଏବଂ 7 shorts ଦୁଇଦିନ ମଧ୍ୟରେ 127ମିଲିୟନ subscriber ଦେଖିବାକୁ ମିଳିଥିଲା,

ଜିଲ୍ଲାପ୍ରତିନିଧିଙ୍କ ରିପୋର୍ଟ First News Odisha

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ