।।୬ଘଣ୍ଟାରେ ହାୱାଡାରୁ ପୁରୀ ପହଂଚିବ ‘ବନ୍ଦେ ଭାରତ ଏକ୍ସପ୍ରେସ’, ସପ୍ତାହକୁ ୬ଦିନ ଚାଲିବ l।

May 17, 2023 - 05:41
 0  33
।।୬ଘଣ୍ଟାରେ ହାୱାଡାରୁ ପୁରୀ ପହଂଚିବ ‘ବନ୍ଦେ ଭାରତ ଏକ୍ସପ୍ରେସ’, ସପ୍ତାହକୁ ୬ଦିନ ଚାଲିବ l।

୬ଘଣ୍ଟାରେ ହାୱାଡାରୁ ପୁରୀ ପହଂଚିବ ‘ବନ୍ଦେ ଭାରତ ଏକ୍ସପ୍ରେସ’, ସପ୍ତାହକୁ ୬ଦିନ ଚାଲିବ ଦିନକ ପରେ ଓଡ଼ିଶାରେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଚଳାଚଳ ଆରମ୍ଭ କରିବ । ଆସନ୍ତା ୧୮ତାରିଖରେ ପୁରୀ-ହାୱାଡା ମଧ୍ୟରେ ଏହି ସେମି-ହାଇସ୍ପିଡ୍ ଟ୍ରେନ ଚଳାଚଳକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହା ସପ୍ତାହକୁ ୬ଦିନ ଚାଲିବ । ମାତ୍ର ୬ଘଣ୍ଟା ୨୫ମିନିଟରେ ଏହି ଟ୍ରେନ ହାୱାଡାରୁ ପୁରୀ ପହଂଚିବ ଓ ମୋଟ ୭ଟି ସ୍ଥାନରେ ରହଣୀ କରିବ ବୋଲି ଜଣାପଡ଼ିଛି । ବ୍ୟୁର ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ