ହେଣ୍ଡି କ୍ୟାଫ୍ଟ ପାଇଁ ବାଙ୍କୁଳି ବାଢ଼ି

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ପେଟା ପଞ୍ଚାୟତର କାପୁଗୁଡ଼ା ଗ୍ରାମରେ ଧନ୍ୟବାଦ କହୁଛନ୍ତି ଲୋକେ ପେଟା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଘେନୁ କ୍ରିସାନୀ ଓ ସମିତି ସଭ୍ୟ ଶ୍ରୀ ବଳଭଦ୍ର ଫୁକିଆଙ୍କୁ ଲୋକେ ଧନ୍ୟବାଦ କହୁଛନ୍ତି!ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ! ହେଣ୍ଡି କ୍ୟାଫ୍ଟ ଲୋକଙ୍କ ପାଇଁ ସରକାରଙ୍କ ଆସୁଥିବା ଯୋଜନାକୁ ସୁବିଧା ଯୋଗାଉଛନ୍ତି ଓ ଗାଁ ଲୋକଙ୍କ ପାଖକୁ ପଞ୍ଚାଉଛନ୍ତି ଗୋଟେ ବୋଲି ଯୋଜନା ନୁହେଁ ସରକାରଙ୍କ ଆସୁଥିବା ଅନେକ ଯୋଜନାକୁ ଯଥା-ମଧୁବାବୁ, ବାର୍ଦ୍ଧକ୍ୟ ଭତ୍ତା ବିଧବା ଭତ୍ତା ଆଦି ଯୋଜନା ଓ ପିଇବା ପାଣି କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମଧ୍ଯ ଗାଁ ଲୋକଙ୍କ ପାଖକୁ ପଞ୍ଚାଉଛନ୍ତି ..!
ଲମତାପୁଟ ସୁବାଷ ମାଳିଙ୍କ ରିପୋର୍ଟ
What's Your Reaction?






