ହାଇଦ୍ରାବାଦ 2024ଫିତ ନେସନାଲ କଂଫୁ ରେ କଳାହାଣ୍ଡି ଚମ୍ପିୟାନ

Dec 20, 2024 - 18:34
 0  11
ହାଇଦ୍ରାବାଦ 2024ଫିତ ନେସନାଲ  କଂଫୁ ରେ କଳାହାଣ୍ଡି ଚମ୍ପିୟାନ

କେସିଙ୍ଗା ବ୍ଲକ ଅଞ୍ଚଳ ର 17ଜଣ ଓ କଳାହାଣ୍ଡି ର 10ଜଣ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେଇଥିବା ଫିତ ନେସନାଲ କମ୍ଫ୍ହୁ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ କଳାହାଣ୍ଡି ରୁ 27ଜଣ ହାଇଦ୍ରାବାଦ ଠାରେ ବିଜୟ ହେବା ସହ ନିଜ ଗ୍ରାମ ସହ କଳାହାଣ୍ଡି ର ନାମ ରଖି ଆଗେଇଛନ୍ତି l ଏହି କଂଫୁ ରେ କେସିଙ୍ଗା ବ୍ଲକ ର , ବାପା ଭବାନୀ ମଳିକ ମା, ସନ୍ତୋଷିନୀ ସାହୁ ପୋଲିଶ କାର୍ଯ୍ୟରତ,ଏ ଏସ ଆଇ,ଙ୍କ ଏକମାତ୍ର ପୁଅ ବିଭୁତି ମଳିକ ଗୋଲଡ଼ ମେଡ଼ାଲିଷ୍ଟ ନେସନାଲ ଚମ୍ପିୟାନ ହାସଲ କରିଛନ୍ତି, ସେହିପରି ସୁମନ ଦୁର୍ଗା ପିତା ମାଷ୍ଟ୍ର ତଳସ୍ତୟା ଦୁର୍ଗା ବ୍ଲାକ ବେଲ୍ଟ 3rd don kdfi , ଦିବ୍ୟଂଶୁ ସୁନା, ଆୟୁଷ କୁମାର ହେର୍ଣ୍ଣା, କୁନାଲ ବାରିକ, ଉମାଶଙ୍କର ଦୀପ, ଡାଭିଡ ହରପାଳ ଉତୀର୍ଣ୍ଣ ହୋଇ ହାଇଦ୍ରାବାଦ ଠାରେ ଗୋଲଡ଼ ମେଡ଼ାଲିଷ୍ଟ ହାସଲ କରିଥିବା ବେଳେ l କେସିଙ୍ଗା ର ଅନାମିକା ସୁନା, ଆକାଂକ୍ଷା ଦାସ, ଚନ୍ଦନ ସାହୁ, ପ୍ରମୋଦ ବେହେରା, ଅଭିଜିତ ସାହୁ, ଚେଇଁତନ୍ୟ ନାଗ ସିଲଭର ମେଡ଼ାଲିଷ୍ଟ ପୁରସ୍କୃତ ହୋଇଥିଲେ | ଅସ୍ମିତା ସାହୁ, ପ୍ରିୟଙ୍କା ସାହୁ ଏବଂ ଓଁ ସାହୁ ମଦ୍ଧିୟ ବ୍ରଣଜ଼ଏ ମେଡାଲ ପୁରସ୍କୃତ ହୋଇଥିଲେ | ସେହିପରି କଳାହାଣ୍ଡି ଜିଲ୍ଲା ର ଆସିଥିବା ଗୁଣସାଗର ଦାସ, ବିଶ୍ୱଜିତ ନାଏକ, ଗଣେଶ ବାଗ ପ୍ରେନ୍ସ ଦୀପ, ଗୋଲଡ଼ ମେଡ଼ାଲିଷ୍ଟ କିରଣ ମହାନଦ ଗୋଲଡ଼ ମେଡ଼ାଲିଷ୍ଟ ମୁଁହିତ ସାଗର ଗୋଲ ମେଡ଼ାଲିଷ୍ଟ ଆୟୁଷ ସାଗର ସିଲଭର ନମ୍ରତା ସେଠି, ଗୋଲଡ଼ ମେଡ଼ାଲିଷ୍ଟ,ଯି, ଗାର୍ଗୀ ମଧ୍ୟ୍ୟ ଉପକୃତ ହୋଇ ଥିଲେ l ବ୍ରୋଂଜ଼ ପ୍ରତି ଯୋଗିତାରେ ମଧ୍ୟ୍ୟ ନିଜ ନାମ ରଖି କଳାହାଣ୍ଡି ର ନାମ ହାଇଦ୍ରାବାଦ ଠାରେ ଚହଳ ପକାଇଛନ୍ତି l କଳାହାଣ୍ଡି ରୁ ବିଜୟ ତାଣ୍ଡି କୋଚ ଆୱାର୍ଡ ଓ ଦେବାଶିଷ ରାବଳ ବ୍ରୋଞ୍ଚ ମେଡ଼ାଲିଷ୍ଟ ଭାବେ ପୁରସ୍କୃତ ହୋଇଥିଲେ ଦୁଇଟି ୱାଇଟ ସୋ ଯାହା ଫାଇଟ ଓ କଟା ପ୍ରତିଯୋଗିତା ରେ କେସିଙ୍ଗା ରୁ ଛାତ୍ର ଛାତ୍ରୀ ମାନଙ୍କର ଟଲସଟୟ ଦୁର୍ଗା, କୋଚ ମାଷ୍ଟର ଆୱାର୍ଡ ପାଇଥିଲେ l ହାଇଦ୍ରାବାଦ ରୁ ଚମ୍ପିୟାନ ହୋଇ ଗୋଲଡମେଡାଲିଷ୍ଟ ସହ ସିଲଭର ମେଡ଼ାଲିଷ୍ଟ ହାସଲ କରି ନିଜ ମାଟି ଙ୍କୁ ଆସି କେସିଙ୍ଗା ରେଳ ଟେସନ ସମୁଖରେ ଶୁ ସ୍ୱାଗତ ସହ ଫୁଲ ମାଲ ସହ ସ୍ୱାଗତ କରିଥିଲେ l ଏଥିରେ କେସିଙ୍ଗା ଅଞ୍ଚଳ ରେ ଗର୍ଭ ଓ ଗୌରବ ଛୁଅଁ ଛୁଟିଛି ।

କଳାହାଣ୍ଡି ମ ରାମପୁର ରୁ ବାରୁ ମାଝି ଙ୍କ ରିପୋଟା ଫାଷ୍ଟ ନ୍ୟଜୁ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ