।। ସେମିଲିଗୁଡା ନୁଆଁ ହାଟପଦା ଠାରେ ଭିବିନ୍ନ ସଙ୍ଗଠନର ବୁଦ୍ଧିଜୀବୀ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ।।

Mar 25, 2023 - 17:37
 0  152
।। ସେମିଲିଗୁଡା ନୁଆଁ ହାଟପଦା ଠାରେ ଭିବିନ୍ନ ସଙ୍ଗଠନର ବୁଦ୍ଧିଜୀବୀ ମାନଙ୍କୁ ନେଇ  ବୈଠକ ଅନୁଷ୍ଠିତ ।।

ଆଜି କୋରାପୁଟ ଜିଲ୍ଲା ସେମିଲିଗୁଡା ନୁଆଁ ହାଟପଦା ଠାରେ ଭିବିନ୍ନ ସଙ୍ଗଠନର ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ବୈଠକ ହୋଇଥିଲା ଏହି ବୈଠକରେ କେମିତି ଆମର ଜଳ, ଜମି, ଓ ଜଙ୍ଗଲ ବଞ୍ଚି ରହିବ ଆମର କୋରାପୁଟିଆ ମୂଳନୀବାସୀ କେମିତି ନିଜର ହକ ଅଧିକାର ପାଇପାରିବେ ବୈଠକରେ ଆଲୋଚନା କରାଗଲା l ସୁନାବେଡ଼ା HAL ବିସ୍ଥାପିତର ଚୁଲାପାଡ଼ି ଗ୍ରାମର ଲୋକ କିଭଳି ନିଜ ହକର ବଳକା ଜମି ଚାଷ କରି ନିଜର ପରିବାର ଗୁଜୁରାଣ ମେଣ୍ଟାଈ ପାରିବେ ସେ ଉପରେ ଆଲୋଚନା କରିଥିଲେ ଏହି ବୈଠକରେ ବିଭିନ୍ନ ସଙ୍ଗଟନରୁ ବୁଦ୍ଧିଜୀବୀ ଆସିଥିବା ବେଳେ HAL ବିସ୍ଥାପିତ ସଭାପତି ତ୍ରିଲଚନ ମୁଦୁଲି, ମାଳିପର୍ବତ ସଭାପତି ବିଜୟ ଖିଲ, ସମାଜ ସେବୀ ଚୈତନ୍ୟ ନନ୍ଦିବାଲି, KJSS ସଭାପତି ଦାସୀ ନନ୍ଦିବାଲି, ସେମିଲିଗୁଡା ଡମ ସମାଜ ସଭାପତି ନିରଞ୍ଜନ ଖିଲ,କମୁଲୁ ପାଙ୍ଗି, ଗୋବର୍ଧନ ଖିଲ, ଅନେକ ସଂଘଠନର ବୁଦ୍ଧିଜୀବୀ ଜଗଦେଇଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 1
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ