ସାବଧାନ ଦେଖୁଛି ସିସିଟିଭି କ୍ଯ।ମେରା ରଖୁଛି ନିଜର

Oct 2, 2024 - 19:47
 0  37
ସାବଧାନ ଦେଖୁଛି ସିସିଟିଭି କ୍ଯ।ମେରା ରଖୁଛି ନିଜର

ବାରିପଦା ସହରରେ ୬୪ଟି କ୍ୟାମେରା ବିଭିନ୍ନ ସ୍ଥାନରେ ଲଗାଯାଇଛି. ସାଧାରଣତ ସହରର ଛକମାନଙ୍କରେ ଯେଉଁଯାଗାରେ ଟ୍ରାଫିକ ସମସ୍ୟା ତଥା ଦୁର୍ଘଟଣା ଅଧିକ ହୁଏ । ଏତଦ ବ୍ୟତିତ ମେଡିକାଲ,ପୋଲିସ ଷ୍ଟେସନ,ଶିକ୍ଷ୍ୟାନୁଷ୍ଠାନର ଆଖପାଖ,ତଥା ଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଏହାର ବ୍ୟବହାର ପୁରୁତ୍ଵ ପୂର୍ଣ୍ଣ ରହିଛି । ଏହାଦ୍ଵାରା ଘଟିଥିବା କୌଣସି ଘଟଣା ବା ଦୁର୍ଘଟଣାକୁ ଏହି ସିସିଟିଭି ଫୁଟେଜ ଜାଞ୍ଜ ଦ୍ଵାରାଜାଣିହେବ। କୌଣସି ଅପରାଧିକ କାର୍ଯ୍ୟକଳାପକୁ ମଧ୍ୟ ଏହା ଦ୍ଵାରା ନିୟତ୍ରଣ କରାଯାଇପାରିବ, କୌଣସି ଅସାମାଜିକ ବ୍ୟକ୍ତିର ଅପରାଧିକ କାର୍ଯ୍ୟ କଳାପର ଗତିବିଧି ଜାଣିହେବ । ଏହି କ୍ୟାମରା କୁ ନଜର ରେ ରଖି ଲୋକ କୌଣସି ଅସାମାଜିକ କାର୍ଯ୍ୟ କରିବା ପୂର୍ବରୁ ୧୦୦ ଥର ଚି ଚିନ୍ତା କରିବେ । ଏହାଦ୍ଵାରା ବହୁ ଅପରାଧିକ ଘଟଣାର ତଦନ୍ତ ଓ ଆୟୋତ କରାଯାଇପାରିବ । ଗାଡ଼ିଚାଳକ ମାନେ ସାବଧାନତ ଅବଲମ୍ବନ କରିବେ,ଓ ସଜାଗ ରହିବେ, ଏହାଦ୍ଵାରା ଗାଡ଼ି ଦୁର୍ଘଟଣା କମିବ । ଏହା ଦ୍ଵାରା ସାଧାରଣ ଜନତା କିଛି ମାତ୍ରାରେ ସୁରକ୍ଷିତ ରହିପାରିବେ । ଏହା ଏକ ଆମ ପ୍ରଶାସନର ଅଭିନବ ପ୍ରାୟାଶ,ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ।

 ବାରିପଦାରୁ - ଗୌର ଦାସ ଗିରି

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ