।। ଶାଳ ଚୌକାଠ ସହ ଅଟୋ ଜବତ ।।

Oct 11, 2024 - 18:57
 0  9
।। ଶାଳ ଚୌକାଠ  ସହ  ଅଟୋ ଜବତ ।।

ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ମୁକ୍ତାପୁର ନିକଟରୁ ଆଜି ସକାଳୁ ବନ ବିଭାଗ ୧୮ଖଣ୍ଡ ଶାଳ ଚୌକାଠ ବୋଝେଇ ୩ ଚକିଆ ଡାଲା ଅଟୋ କୁ ଜବତ କରିଛି। ଚୋରା କାଠ ବୋଝେଇ ଅଟୋ ଯାଉଥିବା ଖବର ପାଇ ବନ ବିଭାଗ କର୍ମଚାରି ଅଟୋ କୁ କୁମୁକ୍ତା ପୁର ନିକଟରୁ ଜବତ କରିଛନ୍ତି। ତେବେ ଅଟୋ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।ଏହି ଚଢ଼ାଉ ରେ ପାଟଣା ରେଞ୍ଜର ବନ ବିହାରୀ ସର୍ଦ୍ଦାର ଙ୍କ ସହଫରେଷ୍ଟ ଗାର୍ଡ ରଞ୍ଜିତା ମହାନ୍ତ, ଗାର୍ଡ ଦୀପକ କୁମାର ରଣା , ପାଟଣା ଓ ସାହାର ପଡ଼ା ର ପାରା ଷ୍ଟାଫ ସାମିଲ ହୋଇଥିଲେ ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ