ଶତାୟୁ ମହିଳାଙ୍କ ସ୍ମୁତି ଚାରଣ ସଭା

Dec 18, 2024 - 19:00
 0  74
ଶତାୟୁ ମହିଳାଙ୍କ ସ୍ମୁତି ଚାରଣ ସଭା

ବରୀ ବ୍ଲକ ଅନ୍ତର୍ଗତ ଇଶାଣପୁର ପଞ୍ଚାୟତ ବେନୁପୁର ଗ୍ରାମର ଶତାୟୁ ମହିଳା ରୁକ୍ମଣୀ ପ୍ରଧାନ (୧୦୪)ଙ୍କ ଏକାଦଶାହ ତିଥିରେ ବୁଧବାର ଦିନ ତାଙ୍କ ବାସଭବନରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କର୍ଣ୍ଣ ଚନ୍ଦ୍ର ଘଡ଼ାଇଙ୍କ ସଭାପତିତ୍ବରେ ଏକ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଡ଼ ନୃସିଂହ ଚରଣ ବେହେରା, କପିଳ ଚଦ୍ର ସାମଲ, ମକର ଚରଣ ଘଡ଼ାଇ, ମକରଧ୍ଵଜ ସାହୁ, ରବୀନ୍ଦ୍ର କୁମାର ପତି, ଗୋଲା ସମାଜର ରାଜ୍ୟ ସଭାପତି ରବୀନ୍ଦ୍ର କୁମାର ପରିଡା, ସ୍ନେହ ରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ସ୍ବର୍ଗତା ପ୍ରଧାନଙ୍କ ଜିବନାଦର୍ଷ ଉପରେ ଆଲୋକପାତ କରିବା ସହିତ ଶୋକପ୍ରକାଶ ପୂର୍ବକ ସ୍ଵର୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ