।। ରିକ୍ସା ଟ୍ରଲି ରେ ଜନ୍ମ ଦେଲା ମା ,, ଫେଲ ମାରିଛି ଓଡିଶା ସରକାର ଙ୍କର ଶିଶୁ ସୁରକ୍ଷା ଯୋଜନା ।।

ପାରାଦୀପ ପୁଣି ଆସିଲା ହୃଦୟ ବିଦାରକ ଦ୍ରୁଶ୍ୟ | ଶୁଣି ବାକୁ କେହି ନାହିଁ | ଆଉ ମଝି ରାସ୍ତା ରେ ପ୍ରସବ କଲେ ମହିଳା | ସେ ପୁଣି ଏକ ରିକ୍ସା ଟ୍ରଲି ଉପରେ | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି,,, ବନ୍ଦର ନଗରୀ ପାରାଦୀପ ରେ | ନିକଟସ୍ଥ ସଣ୍ଡକୁଦ ଅଞ୍ଚଳରୁ ଏକ ଟ୍ରଲି ଆସୁଥିବା ବେଳେ ଜଣେ ମା ର କଷ୍ଟକୁ ଦେଖି, ସେହି ମାକୁ ଟ୍ରଲି ଉପରକୁ ଉଠେଇ ନେଉ ଥିବା ରେ ଆସୁଥିବା ମହିଳା ପ୍ରସବ ବେଦନା ସହି ନପାରି ଟ୍ରଲି ଉପରେ ହିଁ ଜନ୍ମ କରିଦେଲେ ଏକ କନ୍ୟା ସନ୍ତାନ |ସରକାର ଙ୍କର ଶିଶୁ ସୁରକ୍ଷା ଯୋଜନାର ଏକ ନଗ୍ନ ଚିତ୍ର କହିଲେ ଅତୃକ୍ତି ହେବନାହିଁ l.ଏଭିଳି ହାଡ଼ ଭଙ୍ଗା ଶୀତ କୁ ଏପଟେ ପ୍ରସବ ର ଅସହ୍ୟ ବେଦନା | ରାସ୍ତା ଉପରେ ଚିତ୍କାର ଶୁଣି ପାଖରେ ଥିବା କେତେଜଣ ମହିଳା ଆସିଲେ ଆଉ ଲୁଗା ଘୋଡାଇ ଦେବାରୁ ଜନ୍ମ ହେଲା ଏକ୍ କନ୍ୟା ସନ୍ତାନ | ମହିଳା ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲ୍ଲା ଦୁହୁରିଆ ଜମ୍ମୁଧର ଅଞ୍ଚଳର ସରାଫତ ଖାଁ ଙ୍କ ପତ୍ନୀ ସଲାମୁନ ଖାତୁନ |ଏହି ପରିସ୍ଥିତି ରେ ନିକଟ ନୂଆବଜାର ନିକଟରେ ମେଡିକାଲ ନ ଯାଇ ଅଠର ବାଙ୍କୀ ବିଜୁ ମେମୋରିଆଲ ହସ୍ପିଟାଲ କୁ ନିୟା ଯାଇ ଥିଲା ନିକଟରେ ଥିବା ମେଡିକାଲ କାହା ସ୍ୱାର୍ଥରେ l
ପାରାଦୀପ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






