।। ମଦକୋଠି ବନ୍ଦ କରିବା ନେଇ ଜ଼ିଲ୍ଲାପାଳଙ୍କୁ ଦାବିପତ୍ର ।।

Aug 5, 2024 - 20:00
 0  18
।। ମଦକୋଠି ବନ୍ଦ କରିବା ନେଇ ଜ଼ିଲ୍ଲାପାଳଙ୍କୁ ଦାବିପତ୍ର ।।

ନୂଆପଡା : ନୂଆପଡା ଜ଼ିଲ୍ଲା କୋମନା ବ୍ଲକର ଜଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଠୋଙ୍ଗ ଗ୍ରାମରେ ବିଭିନ୍ନ ଗୁଡିଏ ମଦକୋଠି ଖୋଲି ବିଭିନ୍ନ ପ୍ରକାର ଅଘଟଣ ଗୁଡିଏ ଘଟାଉଛନ୍ତି l ଏହି ପରିପ୍ରେକ୍ଷୀରେ ଠୋଙ୍ଗ ଗ୍ରାମର ସମସ୍ତ ସ୍ଵଂୟ ସହାୟକ ଗୋଷ୍ଟି ତରଫରୁ ମଦକୋଠି ବନ୍ଦ କରିବାପାଇଁ ତାଗିଦ କଲେ ସୁଦ୍ଧା କୌଣସି ଭୂକ୍ଷେପ କରୁନାହାନ୍ତି ଯାହାଫଳରେ ବିଜୁଏକ୍ସପ୍ରେସୱେ ରାସ୍ତାରେ ମଦପିଇ ଦ୍ରୁତଗାମୀ ଗାଡ଼ିରେ ପିଟି ହୋଇ ପ୍ରାଣ ହରାଉଥିବାବେଳେ ଠୋଙ୍ଗ ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ସାମ୍ନାରେ ମଧ୍ୟ ମଦପିଇ ବିଭିନ୍ନ ପ୍ରକାରର ଅଭଦ୍ର, ଅଶାଳୀନ ଭାଷା ବ୍ୟବହାର କରି ବୁଲୁଥିବା ହେତୁ କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ ତାର କୁପ୍ରଭାବ ପରିଲକ୍ଷିତ ହେବାର ଲାଗୁଚି ବୋଲି ସ୍ଵଂୟ ସହାୟକ ଗୋଷ୍ଟିର ମହିଳା ମାନେ ଜ଼ିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ