।। ବିଷମ କଟକ ବ୍ଲକ୍ ରେ ସୁଭଦ୍ରା ସ୍ବାଗତ ପଦ ଯାତ୍ରା ।।

Sep 16, 2024 - 16:09
 0  24
।। ବିଷମ କଟକ ବ୍ଲକ୍ ରେ ସୁଭଦ୍ରା ସ୍ବାଗତ ପଦ ଯାତ୍ରା ।।

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ର ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଟି ମା ମାନେ ଏବଂ ଆଇସି ଡିଏସ୍ କର୍ଡିନେଟର ଏବଂ ମିଶନ ଶକ୍ତି ର ସିଆରପି ସପନା ଗୁରୁ ଏବଂ ଜୟନ୍ତି ପାଲକା ଏବଂ ସ୍ଥାନୀୟ ଅଙ୍ଗୱାଡ଼ି ଯୋଶୋଦା ବାଗ ଏବଂ ବିଷମ କଟକ ବ୍ଲକ୍ ରୁ ବିଭିନ୍ନ ସ୍ଥାନ ରୁ ବହୁ ସଂକ୍ଷ୍ୟ ରେ ଆସିଥିବା ଅଙ୍ଗୱାଡ଼ି କର୍ମୀ ମାନେ ବିଷମ କଟକ ସ୍ଥିତ କ୍ରୀଷ୍ଟିଆନ ହସ୍ପିଟାଲ ଛୋକ୍ ରୁ ସଭା ଯାତ୍ରା ବହାରି ନିକଷ୍ଟ କଲ୍ୟାଣୀ ମଣ୍ଡପ ରେ ପହଞ୍ଚି ଘରେ ଘରେ ସୁଭଦ୍ରା ର ନାରା ଦେଇ ମୋହନ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଆମ ସରକାର କଥା ଦେଲେ କଥା ରଖିଲେ ପ୍ରତ୍ୟେକ ମହିଳା ମାନଙ୍କୁ ମାନ୍ୟ ବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ର ଜନ୍ମ ଦିନ ରେ ଏହି ଯୋଜନା ର ଶୁଭାରମ୍ୱ ହେବ ଆସନ୍ତା 17/09/2024 ରେ ଡିବିଟି ମାଧ୍ୟମରେ ପ୍ରତି ବର୍ଷ 10,000 ଟଙ୍କା ଭାଉଚ୍ଚର ମିଳିବ ଏହି ଯୋଜନା ରେ ମହିଳା ଦିବସ ରେ 5000/ଟଙ୍କା ଏବଂ ରାକ୍ଷୀ ପୂର୍ଣ୍ଣିମା ରେ 5000/ ଟଙ୍କା ପାଇବେ ପ୍ରତ୍ୟେକ ବର୍ଷ ଯେଉ ମହିଳା ମାନେ 21 ବର୍ଷ ରୁ 60 ବର୍ଷ ମଧ୍ୟ ରେ ତାଙ୍କର ବୟସ ଥିବ ସେ ମା ମାନେ ସୁଭଦ୍ରା ଟଙ୍କା ପାଇବେ ଏହା ଆମ ସରକାର ଙ୍କ ଦୃଢ଼ ପ୍ରତିବାଦ ସେଥିପାଇଁ ଆମେ ପ୍ରତ୍ୟେକ ମହିଳା ମିଶିକି ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କଲୁ ଏବଂ ସ୍ବାଗତ ପଦଯାତ୍ରା ହୋଇ ଥିଲା ।

 ରାୟଗଡ଼ା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ