ପ୍ରଫୁଲ୍ଲ କୁମାର ସାହୁ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ

Jul 27, 2026 - 20:05
 0  2
ପ୍ରଫୁଲ୍ଲ କୁମାର ସାହୁ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ

କ. ନୂଆଗାଁ:୨୭/୭/୦୨୬(ସଲମନ୍ ବିନ୍ଧାଣୀ)ରାଜ୍ୟରେ ଭିନ୍ନକ୍ଷମ ବାର୍ଦ୍ଧକ୍ୟ ଭତ୍ତା ଦେବାର ବ୍ୟବସ୍ଥା ପୁର୍ବ ସରକାର କହିଥିଲେ ସମସ୍ତେ ସଠିକ୍ ସମୟରେ ସଠିକ୍ ହିତାଧିକାରୀ ଙ୍କ ପାଖକୁ ପହଞ୍ଚୁଥିଲା ସମସ୍ତେ ସୁବିଧା ପାଉଥିଲେ ବର୍ତ୍ତମାନ୍ ସମୟ ରେ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ବାର୍ଦ୍ଧକ୍ୟ ଦୃଷ୍ଟିହୀନ ଭତ୍ତା ଯୋଗାଇ ଦେଉଥିବା ବେଳେ ଆଜି ପର୍ଯ୍ୟନ୍ତ କାହିଁକି ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏନେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଯେକୌଣସି ସରକାରୀ ସହାୟତା ପାଇ ପାରୁ ନାହାଁନ୍ତି ପ୍ରଫୁଲ୍ଲ କୁମାର ସାହୁ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳୁଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ସାରଙ୍ଗଡ଼ ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗଡ଼ର ପ୍ରଫୁଲ୍ଲ କୁମାର ସାହୁ ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାକୁ ବୃଦ୍ଧି ଜିବୀ ମହଳରୁ ଦାବି କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ