।। ପୂରଣ ହେଲା ସ୍ବପ୍ନ:ନୟାଗଡ ଠାରୁ ଦଶପଳ୍ଲା କୁ ଚାଲିଲା ଟ୍ରେନ ।।

Jan 6, 2024 - 18:20
 0  16
।। ପୂରଣ ହେଲା ସ୍ବପ୍ନ:ନୟାଗଡ ଠାରୁ ଦଶପଳ୍ଲା କୁ ଚାଲିଲା ଟ୍ରେନ ।।

ନୟାଗଡ଼ ଜିଲ୍ଲା ଦଶପଳ୍ଲା , ରେଲୱେ ଷ୍ଟେସନ ଶୁଭ ଉଦ୍ ଘାଟନ କଲେ ରେଲୱେ ମନ୍ତ୍ରୀ ଶ୍ରୀ ଆସ୍ୱନି ବୈଷ୍ଣବ, ଦଶପଲ୍ଲା ରୁ ଖୋର୍ଦ୍ଧା ,ଚାରୋଟି ଟ୍ରେନ ଚାଲିବ ନିଜେ ମନ୍ତ୍ରୀ କହିଛନ୍ତି , ଏହା ପରେ ବଲାଙ୍ଗୀର ରୁ ଖୋର୍ଦ୍ଧା କୁ ବହୁତ୍ ଶୀଘ୍ର ଟ୍ରେନ ଚାଲିବ,,, ମନ୍ତ୍ରୀ ଓଡ଼ିଶା ସରକାର ଙ୍କୁ ମଧ୍ୟ୍ୟ ବହୁତ୍ ବହୁତ୍ ଧନ୍ୟବାଦ୍ କରିଥିଲେ ।

ଦଶପଲ୍ଲା ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ