ନୂଆ ସରକାର ନୂଆ ଯୋଜନା ଶୁଭୁଦ୍ରା ଯୋଜନା କୁ ନେହି ଆଲଚନା

Aug 31, 2024 - 21:53
 0  14
ନୂଆ ସରକାର ନୂଆ ଯୋଜନା ଶୁଭୁଦ୍ରା ଯୋଜନା କୁ ନେହି ଆଲଚନା

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପେଟା, ଠାରେ ଆଜି ଏକ ବୈଠକ କରାଯାଇଥିଲା, ସ୍ଥାନୀୟ ସରପଞ୍ଚ ଶ୍ରୀ ଘେନୁ କ୍ରିସାନି ଓ ସମିତି ସଭ୍ୟ ଭଲବଦ୍ର ପୁକିଆ, ପିଓ, ଜେରକ୍ସ, ଡିଓ, ଆଶା ଅଙ୍ଗନବାଡି, ଓମ୍ବିକେ,ପ୍ରତେକ ଗ୍ରାମ ର ୱାର୍ଡମେମ୍ବର ଜନସାଧାରଣ ଉପସ୍ଥିତ ରହି ବୈଠକ କରାଗଲା ଶୁଭୁଦ୍ରା ଯୋଜନା କୁ ନେହି, ପ୍ରତେକ ମହିଳା ନୂଆ ସରକାର ନୂଆ ଯୋଜନା ଶୁଭୁଦ୍ରା ଏ ଯୋଜନା ରୁ ବଞ୍ଚିତ ନ ହୁହନ୍ତୁ ବୋଲି ଆଳଚନା କରାଗଲା, ପ୍ରତେକ ମହିଳା କେମିତି ପାହି ପାରିବେ ସେ ଭୀଷୟକୁ ନେହି ଆଲଚନା କରିଥିଲେ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ, ପିଓ, ।

 ଲମତାପୁଟ ସୁବାଷ ମାଳି ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ