ନର୍ଲା ପ୍ରେସ ଏସୋସେସନ ଓଜେୟୁ ଶାଖା ପକ୍ଷରୁ ଜରୁରୀ କାଳୀନ ବୈଠକ

Mar 16, 2025 - 21:25
 0  304
ନର୍ଲା ପ୍ରେସ ଏସୋସେସନ ଓଜେୟୁ ଶାଖା ପକ୍ଷରୁ ଜରୁରୀ କାଳୀନ ବୈଠକ

କଳାହାଣ୍ଡି ଜିଲ୍ହା ନର୍ଲା ବ୍ଲକ ଦହଲ ଗ୍ରାମ ଠାରେ ନର୍ଲା ପ୍ରେସ ଏସୋ ସେ ସନ ଓଜେୟୁ ଶାଖା ପକ୍ଷରୁ ସଂଘର ସଭାପତି ଚିନ୍ତାମଣି ନାଏକ ଙ୍କ ଅଧକ୍ଷ୍ୟତା ରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ବୈଠକ ରେ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ ସଙ୍ଘ ର ଲିଗାଲ ଏଡ଼ ଭାଇଜର ଶ୍ରୀଯୁକ୍ତ ଦୀପକ କୁମାର ସାହୁ ସମସ୍ତ ଅତିଥି ମାନଙ୍କୁ ପରିଚୟ ପ୍ରଦାନ କରିବା ସହ ଉପଢୌକନ ଦେଇ ସ୍ଵାଗତ ସ୍ରମ୍ୱର୍ଦ୍ଧନା ଜ୍ଞ୍ୟାପନ କରିଥିଲେ, ଏହି ବୈଠକ ରେ କଳାହାଣ୍ଡି ଜିଲ୍ହା ର ବିଭିନ୍ନ ପ୍ରାନ୍ତରୁ ଯୁବ ସାମ୍ବାଦିକ ବନ୍ଧୁ ମାନେ ଯୋଗଦେଇ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ନିଜ ମତ ପ୍ରକାଶ କରିଥିଲେ ବିଶେଷ କରି ସାଧାରଣ ନିରୀହ ନିଷ୍ପେସିତ ଅବହେଳିତ ଲୋକଙ୍କ ସମସ୍ୟା କୁ ପ୍ରଶାସନିକ ସ୍ତରରେ ପହଂଚାଇବା ଓ ସମସ୍ୟା ର ସମାଧାନ ଦିଗରେ ନିରନ୍ତର କାର୍ଯ୍ୟ କରିବା ପାଇଁ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି ଏହି କାର୍ଯ୍ୟକ୍ରମ ରେ ନର୍ଲା ସାମ୍ବାଦିକ ସଙ୍ଘ ର ସଭାପତି ସମ୍ପାଦକ ଉପସଭାପତି କୋଷାଧକ୍ଷ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ସଂମ୍ମାନିତ ଅତିଥି ଭାବେ ନର୍ଲା ର ବରିଷ୍ଠ ସାମ୍ବାଦିକ ସମାଜ ପ୍ରତିନିଧି ମନୋଜ ଷଡ଼ଙ୍ଗୀ ଓ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଣା ପ୍ରମୁଖ ଉପସ୍ଥିତ ଥିଲେ, ଏହି କାର୍ଯ୍ୟକ୍ରମ ଟିକୁ ସଙ୍ଗ ର ଲିଗାଲ ଏଡ଼ ଭାଇଜର ଦୀପକ ସାହୁ ପରିଚାଳନା କରିଥିଲେ ।

 କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣାରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ