।। ତୁରୁମୁଙ୍ଗା ପୋଲିସ୍ କନେଷ୍ଟବଳ ଙ୍କର ବାଇକ୍ ଧକ୍କାରେ ଜଣେ ମୃତ ।।

Oct 15, 2024 - 18:06
 0  12
।।  ତୁରୁମୁଙ୍ଗା ପୋଲିସ୍ କନେଷ୍ଟବଳ ଙ୍କର ବାଇକ୍ ଧକ୍କାରେ ଜଣେ ମୃତ ।।

ଦୁଇ କନେଷ୍ଟବଳ ଆହତ ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ବାଉଁଶୁଳି ଛକ ନିକଟରେ ଦୁର୍ଘଟଣା। ବସ ରୁ ଓଲ୍ହାଇ ରାସ୍ତା କଡରେ ଛିଡା ହୋଇଥିବା ସମୟରେ ତୁରୁମୁଙ୍ଗା ଥାନା କନେଷ୍ଟବଳ ବିଶ୍ୱରଞ୍ଜନ ଭଞ୍ଜଦେଓ ଙ୍କର ବାଇକ୍ ଧକ୍କାରେ ଗୁରୁତର ବ୍ୟକ୍ତି ଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ । ମୃତକ ପାଟଣା ଥାନା ଦୁବେଇପେଣ୍ଠ ଗାଁର ଜଗବନ୍ଧୁ ମହାରଣା । ଦୁର୍ଘଟଣା ପରେ ମଦ ପିଇ ଥିବା ଅଭିଯୋଗ ଆଣି କନେଷ୍ଟବଳ ଙ୍କୁ ଘେରିଲେ ଲୋକେ ,ପୋଲିସ ପହଁଞ୍ଚି ଲୋକଙ୍କ କବଳରୁ ୨ କନେଷ୍ଟବଳ କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ କୁ ପଠାଇଛି ଆଗକୁ ଦେଖିବା କୁ ବାକି ରହିଲା କେବେ କନେଷ୍ଟବଳ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ