।। ଛତା ଧରି ବୁଲିଲେ ଜିଲ୍ଲାପାଳ ।।

ବରୀ ବ୍ଲକ ଗସ୍ତ କରି ବିଭିନ୍ନ କାର୍ଯ୍ୟ ର କଲେ ସମୀକ୍ଷା। ବରୀ ରେ ସ୍ବାସ୍ଥ୍ୟ ବିଭାଗ ର ବ୍ୟବସ୍ଥା କୁ ନେଇ ଅସନ୍ତୋଷ ପ୍ରକାଶ କଲେ ଜିଲ୍ଲାପାଳ।ଆଜି ଯାଜପୁର ଜିଲ୍ଲା ର ଜିଲ୍ଲାପାଳ ଆମ ଧାରପୁର ପଞ୍ଚାୟତ ରେ ହୋଇଥିବା ଅର୍ମୃତ ସର୍ବର ପୋଖରୀ ଏବଂ ଗାର୍ଲ୍ସାଷ୍କୁଲ ପରୀଦର୍ଶନ କରିଥିଲେ,, ଏବଂ ବହୁତ ସୁନ୍ଦର କହି ପସନଷା କରିଥିଲେ, ଏବଂ ଜିଲ୍ଲାପାଳ ମ୍ୟାଡମ କହିଥିଲେ ଆଗକୁ ସରକାର ଙ୍କ ତରଫରୁ ସମ୍ପୁର୍ଣ୍ଣ ସହଯୋଗ କରାଯିବ ଯାହା ଦରକାର ପଡ଼ିବ ।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






