।। କୋରାପୁଟ ନାରୀ ଶକ୍ତି କମ୍ପାନୀ ର ବାର୍ଷିକ ସମ୍ମିଳନୀ ।।

Sep 30, 2024 - 18:54
 0  6
।। କୋରାପୁଟ ନାରୀ ଶକ୍ତି କମ୍ପାନୀ ର ବାର୍ଷିକ ସମ୍ମିଳନୀ ।।

କୋରାପୁଟ ନାରୀ ଶକ୍ତି କମ୍ପାନୀ ର ଚତୁର୍ଥ ତମ ବାର୍ଷିକ ସମ୍ମିଳନୀ ନନ୍ଦପୁର ଠାରେ ପାଳିତ ହୋଇ ଯାଇଛି। ଏହି ସମ୍ମିଳନୀ ରେ ଲମତାପୁଟ ଓ ନନ୍ଦପୁର ବ୍ଲକ ର ପ୍ରାୟ ୧ ହଜାର ମହିଳା ଙ୍କ ସମାଗମ ହୋଇ ଥିଲା।ଏହି ବାର୍ଷିକ ସମ୍ମିଳନୀ ରେ କମ୍ପାନୀର ଚଳିତ ବର୍ଷର ବାଣିଜ୍ୟ କାରବାର ଲାଭ କ୍ଷତି କୁ ନେଇ ଆଲୋଚନା କରା ଯାଇଛି । କଂପାନୀ ୧ କୋଟି ୬୧ ଲକ୍ଷ ଟଙ୍କାର ବାଣିଜ୍ୟ କାରବାର କରିଥିବା ବେଳେ ୧୩ ଲକ୍ଷ ଟଙ୍କା ଲାଭ ହୋଇ ଥିବା କହିଛନ୍ତି କମ୍ପାନୀ ceo । ତା ସହିତ କୋରାପୁଟ ନାରୀ ଶକ୍ତି କମ୍ପାନୀ ର ନା ରେ ଏକ ସାଇଟ୍ ଖୋଲି ମାଣ୍ଡିଆ ରେ ପ୍ରସ୍ତୁତ ଖାଦ୍ୟ ସବୁ ଅନ୍ ଲାଇନ୍ ମାଧ୍ୟମ ରେ ବିକ୍ରି କରିବା ପାଇଁ ଲକ୍ଷ୍ୟ ରଖିଛି। ବାଇଟ୍ -୧ ମଙ୍ଗରାଜ ଦୋରା (କଂପାନୀ ସି.ଇ.ଓ)

ଲମତାପୁଟ ସୁବାଷ ମାଳି ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ