।। କୁରାଲ ପଞ୍ଚମୀ ପୂଜା ଉତ୍ସାବ ବଡ଼କର୍ଲାକୋଟ ।।

Dec 18, 2023 - 20:09
 0  81
।। କୁରାଲ ପଞ୍ଚମୀ ପୂଜା ଉତ୍ସାବ ବଡ଼କର୍ଲାକୋଟ ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମ ପଞ୍ଚାୟତ ରେ କୁମ୍ଭାର ସମାଜ ତରଫରୁ କୁରାଲ୍ ପଞ୍ଚମୀ ପୂଜା ଅନୁଷ୍ଠିତ ହୋଇଛି। ପୁରାତନ ରୁ ପ୍ରଜ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ବହୁତ ଆଡ଼ମ୍ବର ରେ କୁରାଳ ପଞ୍ଚମୀ ପୂଜା ପାଳନ କରାଯାଉଛି । ଏହି ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏହି ସମାଜ ର ସଭାପତି ଭୁବନେଶ୍ୱର ରଣା ଏବଂ ଏହି ପୂଜା ର ଆୟୋଜନ ପରିଚାଳନା ନିମନ୍ତେ ପୂଜାର ସଭାପତି ମୁରଲୀ ଧର ରଣା, ସମ୍ପାଦକ ଭରତ ରଣା, ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ତୁଲାଇ ଥିଲେ । ଏହି କାର୍ଯ୍ୟ କୁ ସହଯୋଗ କରିଥିଲେ ହର ପ୍ରସାଦ ରଣା ଏବଂ କୂରାଲ ସମାଜ ଭାଇ ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ