କାର ଦୁର୍ଘଟଣା ରେ 4ଗଗୁରୁତର

ଲମତାପୁଟ ବ୍ଲକ କଡ୍ରି ଗ୍ରାମ ନିକଟରେ କାର ଭାରଶ୍ୟାମ ହରାଇ ଦୁର୍ଘଟଣା ଘଟିଛି l ଛତିଶଗଡ଼ ରାଜ୍ୟ ରାଇପୁର ଅଞ୍ଚଳରୁ 5ଜଣପର୍ଯ୍ୟଟକ ବିଶାଖାପାଟଣା ଅଭିମୁଖେ ବୁଲିବା ପାଇଁ ଯାଉଥିବା ସମୟରେ କଡ୍ରି ଗ୍ରାମ ନିକଟରେ ଭାରଶ୍ୟାମ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା କାର ରେ ବସିଥିବା ୪ଜଣ ଗୁରୁତର ହୋଇ ଗାଡ଼ିରେ ଥିଲେ l ଖବର ପାଇ ଲମତାପୁଟ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଙ୍କୁ ଉଦ୍ଧାର କରି ଲମତାପୁଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରା ରେ ଭର୍ତିକରାଇ ଛନ୍ତି l ଅନ୍ୟପକ୍ଷରେ ଦୁର୍ଘଟଣାରେ କାର ଟି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ବେଳେ ନିକଟରେ ଥିବା ଦୋକାନୀ ମଧ୍ୟ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି l
ଲମତାପୁଟରୁ ସୁବାଷ ମାଳିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






