କବୀର ଧର୍ମଦାସ ବଂଶାବଳୀ ମିଶନ ଦ୍ୱାରା ବୃକ୍ଷରୋପଣ

Sep 19, 2025 - 13:36
 0  61
କବୀର ଧର୍ମଦାସ ବଂଶାବଳୀ ମିଶନ ଦ୍ୱାରା ବୃକ୍ଷରୋପଣ

ଝରିଗାଁ, ( ସିମାଞ୍ଚଳ ପନକା )ତା ୧୭/୦୯ :- ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁସୁମି କବୀର କୁଟୀର ପଡିଆରେ 'ଏକ ପେଡ ମା କେ ନାମ ୨. ୦ ' କାର୍ଯ୍ୟକ୍ରମରେ କବୀର ଧର୍ମଦାସ ବଂଶାବଳୀ ମିଶନ ନବରଙ୍ଗପୁର ଜିଲ୍ଲା ଶାଖା ଦ୍ୱାରା କବୀର ପଡିଆରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ କବୀର ଧର୍ମଦାସ ବଂଶାବଳୀ ମିଶନ ରାଜ୍ୟ ପ୍ରଭାରୀ ଜଗଦୀଶ ଦାସ ମହନ୍ତ ଙ୍କ ସହିତ ଜିଲ୍ଲା ପ୍ରଭାରୀ ମନସାୟ ପନକା, ମାନିକପୁରୀ ପନକା ସମାଜ ଜିଲ୍ଲା ସଭାପତି ନୀଳାମ୍ବର ପନକା, ଝରିଗାଁ ବ୍ଲକ ସଭାପତି ଲଷ୍ମୀଧର ପନକା,ଜିଲ୍ଲା ଉପ ସଭାପତି ଶଙ୍କର ଦାସ ପନକା, ଲଛମନ ପନକା, ତୁଳସୀ ଦାସ ପନକା, ପିଲାବାବୁ ପନକା, ନଉଲୁ ପନକା, ପୀତମ ପନକା, ଅକବର ପନକା, ସାଗରଦାସ ପନକା, ଦୁର୍ଯ୍ୟୋଧନ ପନକା, ଧୀରେନ୍ଦ୍ର ପନକା, ରାମଦାସ ପନକା ପ୍ରମୁଖ ଯୋଗଦେଇଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ