।। ଅମ୍ବିଳବେଡା ଗ୍ରାମ ବାସୀଙ୍କ ଅବିଯୋଗ ଶୁଣିଲେ ଜିଲ୍ଲା ପାଳ ।।

Sep 3, 2025 - 21:02
 0  32
।। ଅମ୍ବିଳବେଡା ଗ୍ରାମ ବାସୀଙ୍କ ଅବିଯୋଗ ଶୁଣିଲେ ଜିଲ୍ଲା ପାଳ  ।।

ମାଲକାନଗିରି:-ତା:-୦୬୩/୦୯/୨୫ (ଫାଷ୍ଟ ନ୍ୟୁଜ୍ ଓଡ଼ିଶା) ଜିଲ୍ଲାପାଳ ଆଜି ଆଦିମ ଜନଜାତି ବସବାସ କରୁଥିବା ଅମ୍ୱଲିବେଡା ଗ୍ରାମ ଗସ୍ତ କରି ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଅଭିଯୋଗ ଶୁଣିଥିଲେ । ଜିଲ୍ଲାପାଳ ସେହି ଅଞ୍ଚଳରେ କାଜୁ ଚାଷର ସମସ୍ତ ସୁବିଧା ଓ ସୁଯୋଗ ରହି ଥିବାର ଦେଖି ପି.ଏ, ଆଇ.ଟି.ଡି.ଏ ଙ୍କୁ ସେଠାରେ କିଭଳି ଉନ୍ନତ ମାନର କାଜୁ ଚାଷ ହେବ ଏବଂ ଏକ କାଜୁ ପ୍ରକିୟା କରଣ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ବାରା ସେହି ଅଞ୍ଚଳର ଜନଜାତି ଯୁବକ ଯୁବତୀ କର୍ମ ନିଯୁକ୍ତି ପାଇ ସ୍ୱାବଲମ୍ବୀ ହୋଇ ପାରିବେ। ସେହିଭଳି ଜିଲ୍ଲାପାଳ ସେହି ଅଂଚଳରେ ପାନୀୟ ଜଳର ସୁବିଧା ଓ ସମସ୍ତଙ୍କୁ ଆବାସ ଗୃହ ଯୋଗାଇ ଦେବାକୁ ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାଲକାନଗିରି ବ୍ଲକ ପ୍ରତିନିଧି ବିଜୟ ସଡ଼ିଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ