ଅନୁସୟା କୁମ୍ଭାର ହଟାଓ ବ୍ଲକ ବଞ୍ଚାଓ

Feb 12, 2025 - 20:34
 0  51
ଅନୁସୟା କୁମ୍ଭାର ହଟାଓ ବ୍ଲକ ବଞ୍ଚାଓ

ନୂଆପଡା ଜିଲ୍ଲା କୋମନା ବ୍ଲକ ରେ ମହା ଦୁର୍ନୀତି ର ପର୍ଦାଫାସ ଓ ଆଇନ ଗତ କାର୍ଯ୍ୟନୁଷ୍ଟlନ ଦାବି କରିଛନ୍ତି ଜିଲ୍ଲା ଯୁବ କଂଗ୍ରେସ କମିଟି ଓ ଆଜି ତିନି ଦିନ ହେଲା ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ବସିଛନ୍ତି l ଆମକୁ ନ୍ୟାୟ ଦରକାର ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣା ରେ ବସିବୁ ବୋଲି କହିଛନ୍ତି l ରାସନ କାର୍ଡ ହୋଲଡର ରୁ କୋଟିପତି ରହସ୍ୟ ହେଲା କୋମନା ପଞ୍ଚଯାତ ସମିତି ଅଧକ୍ଷl ପଦବୀ ପାଇବାରୁ ଆରମ୍ଭ ହେଲା ଲାଞ୍ଚ ର ରାଜନୀତି l ଏବେ ଚାରୀ ଗୋଟି ଦାବି ରଖିଛନ୍ତି ପ୍ରଥମ ହେଲା କୋମନା ବ୍ଲକ ଅଧକ୍ଷl ଏବଂ ତାଙ୍କର ସ୍ୱମୀ ଙ୍କ ବିରୁଦ୍ଧରେ ରେ ହୋଇଥିବା ଅଭିଯୋଗ ତତନ୍ତ ରିପୋର୍ଟ କରାଯାଉ, ଦ୍ୱତୀୟ ରେ ତାଙ୍କୁ ତୁରନ୍ତ ପଦବୀ ରୁ ହଟାଯାଉ ନ ହେଲେ ସବୁ ପ୍ରମାଣ ନଷ୍ଟ ହୋଇଯିବ ର ସମ୍ବବନା ରହିଛି, ତୃତୀୟ ରେ କୁରେଶ୍ଵର ସରପଞ୍ଚ ଙ୍କୁ ତୁରନ୍ତ ପଦବୀ ରୁ ବହିଷ୍କାର କରାଯାଇ ପଞ୍ଚଯାତ କୁ ପୁନଃ କାର୍ଯ୍ୟକ୍ଷମ କରାଯାଉ, ଚତୁର୍ଥ ରେ ଦୃନୀତି କୁ ଘଣ୍ଟ ଘୋଡେଇବା ବନ୍ଦ କରି ନୂଆପଡା ବାସି ଙ୍କୁ ନିରପେକ୍ଷ ଶାସନ ବ୍ୟବସ୍ତା ପ୍ରତିଶୃତି ପ୍ରଦାନ କରାଯାଉ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ