୧୯୯୬ ମସିହା ହାଇସ୍କୁଲ ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ

Jan 20, 2025 - 16:01
 0  362
୧୯୯୬ ମସିହା ହାଇସ୍କୁଲ ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ

ନବରଙ୍ଗପୁର,( ରଞ୍ଜିତ ନାୟକ ) ୧୯୯୬ ମସିହାର ଶିବ ପ୍ରସାଦ ଉଚ୍ଚ ବିଦ୍ୟାଳୟ ହାଇସ୍କୁଲ ବ୍ୟାଚ ର ନବରଙ୍ଗପୁର ପାତ୍ରମୁଣ୍ଡା ସ୍ଥିତ ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଦିର୍ଘ ୨୯ ବର୍ଷ ପରେ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ସ ପରିବାର ସହିତ ସାମିଲ ହୋଇଥିଲେ ଭୋଜିଭାତ ସହ ମଜାମଉଜ କରି ଭାଇଚାରା ବାତାବରଣ ସୃଷ୍ଟି କରିବା ପାଇଁ ଏହି ମିଳନ କରାଯାଇଥିବା ପ୍ରତି ବର୍ଷ ଏହି ବନ୍ଧୁ ମିଳନ କରିବା ପାଇଁ ମତ ବ୍ୟକ୍ତ କରିଥିଲେ ! ସେଥିରେ ନବରଙ୍ଗପୁର ବିଧାୟକ ଗୋରୀ ଶଙ୍କର ମାଝୀ ପ୍ରଦୀପ ବିଷୋୟୀ ,ସୁନୀଲ, ସଞ୍ଜୟ, ରବୀନ୍ଦ୍ର, ମହେନ୍ଦ୍ର, ଲଷ୍ମୀଶ୍ୱର, ଉରୀୟ, ରାମଚନ୍ଦ୍ର, ତ୍ରିପତି ପଦ୍ମ, ଗୋବିନ୍ଦ, କାହୁ, ଭୀମ, ପ୍ରଶାନ୍ତ, ସୂର୍ଯ୍ୟ, ଅନିତା ସୁବୁଦ୍ଧି, ଅନିତା, ସବିତା, ବନିତା ଜଗଦିଶ, ଗୁରୁ ମୁଦୁଲି, ନିତ୍ୟାନନ୍ଦ, ଭରତ, ପୀତବାସ, ଦୀନବନ୍ଧୁ ସେହି ବ୍ୟାଚ ର ବିଧାୟକ ଥିବାରୁ ସମସ୍ତେ ବହୁତ ଆନନ୍ଦିତ ଖୁସି ବ୍ୟକ୍ତ କରି ଥିଲେ !ପଡିବା ସମୟର ସ୍ମୁତି ଗୁଡିକ ମନେ ପକାଇଥିଲେ ! ପ୍ରାୟ ୪୦ ଟି ପରିବାର ଉପସ୍ଥିତ ଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ