।। ସର୍ବ ଭାରତୀୟ ମାତୃ ଭୂମି ନବ ନିର୍ମାଣ ପାର୍ଟି ରେ ଳଢ଼ିବେ ଫୁଲମତି ପାଙ୍ଗୀ ।।

Apr 27, 2024 - 16:18
Apr 27, 2024 - 16:21
 0  419
।। ସର୍ବ ଭାରତୀୟ ମାତୃ ଭୂମି ନବ ନିର୍ମାଣ ପାର୍ଟି ରେ ଳଢ଼ିବେ ଫୁଲମତି  ପାଙ୍ଗୀ ।।

କୋରାପୁଟ ନିର୍ବାଚନି ମଣ୍ଡଳୀର ପ୍ରାରଥୀ ଭାବେ ସର୍ବ ଭାରତୀୟ ମାତୃ ଭୂମି ନବ ନିର୍ମାଣ ଜାତୀୟ ପାର୍ଟି ରୁ ଳଢ଼ିବେ ଫୁଲମତି ପାଙ୍ଗୀ, ସେ କୋରାପୁଟ ଉପ ଜିଲ୍ଲାପାଳ ଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି, ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ସତସାହାସି, ଦୟାଳୁ, ଥିବାବେଳେ ଲୋକଙ୍କ ଠାରେ ବେଶ ପରିଚିତ ହୋଇଛନ୍ତି, ବିଜେଡି, ବିଜେପି, ଓ, କଂଗ୍ରେସ, ର ଟାଣୁଆ ନେତା ଙ୍କ ସହ ଚଳିତ ନିର୍ବାଚନୀରେ କଡା ଟୋକକର ଦେବେ ବୋଳି କହିଛନ୍ତି. ଫୁଲ ମତି ପାଙ୍ଗୀ ପୂର୍ବରୁ କୋଟିଆ ରେ ସରପଞ୍ଚ, ସମିତି ସଭ୍ୟ ଭାବେ କାର୍ଯ୍ୟ କରିଥିବାସହ ରାଜ ନୀତିରେ ଅନୁଭବ ଥିବା କହି ଛନ୍ତି. ଶିକ୍ଷା ଜଳ ଜମି ଜଙ୍ଗଲ, ମା ମାଟିକୁ ସୁରକ୍ଷା ଦେବା ଓ ଖଣି ଖନନ କୁ ବିରୋଧ କରିବା ଉପରେ ପ୍ରାଧାନ୍ୟ ତା ଦେଇଛନ୍ତି. ଏହି ମୁଦ୍ଧା ନେଇ ଭୋଟରୋଙ୍କ ପାଖକୁ ଯିବେ, କୋରାପୁଟ ନିର୍ବାଚନ ମଣ୍ଡଳିର ବିକାଶ ପାଇ ଭୋଟ ବିକ୍ଷା କରି ଲୋଡିବେ ବୋଳି ଫୁଲ ମତି ପାଙ୍ଗୀ କହିଛନ୍ତି ।

 କୋରାପୁଟ ରୁ ରୂପ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 3
Dislike Dislike 2
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ