ରଜ ଉତ୍ସବ ପାଇଁ 4ଟି ଗାଁ କl ପରିକ୍ରମା କଲେ ନାଏବ ସରପଞ୍ଚ

Jun 16, 2023 - 15:48
 0  21
ରଜ ଉତ୍ସବ ପାଇଁ 4ଟି ଗାଁ କl  ପରିକ୍ରମା କଲେ ନାଏବ ସରପଞ୍ଚ

ହିନ୍ଦୁ ଧର୍ମ ବାରମାସ ରେ ତେର ପର୍ବ ବୋଲି କଥା ରେ ଥୁବା ବେଳେ ଚଳିତ ବର୍ଷ ର ରଜ ପର୍ବ ଗାଁ ଗାଁ ରେ ରଜ ପାଳନ କରିବା ଦେଖିବାକୁ ମିଳିଛି l

ଏହି ରଜ ଉପଲକ୍ଷେ 4ଟି ଗାଁ ଯଥା ବାଗଡିଆଣି, କୁମରକାଣି, ଏଲ ଜମଗୁଡା, କମରାଘାଟ ଗାଁ କୁ ଯାଇ ଥିବା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବାଗଡିଆଣି ପଞ୍ଚାୟତ ର ନାଏବ ସରପଞ୍ଚ ଲତାମଞ୍ଜୁରୀ ପାଣିଗ୍ରାହୀ ପରିକ୍ରମା କରିବା ଦେଖି ପଞ୍ଚାୟତ ବାସିଙ୍କ ବେଶ ଚର୍ଚ୍ଚା ହେବା ଜଣା ପଡିଛି l ରଜ ରେ ଅନେକ ଝିଅ, ମାଆ, ଭଉଣୀ କୁ ସାକ୍ଷାତ କରିବା ନାଏବ ସରପଞ୍ଚ ବହୁତ ଖୁସି ର ସହ ଜନ ସାଧାରଣ ଙ୍କୁ ନମସ୍କାର କରି ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଥିଲେ l

ଆମ ପଞ୍ଚାୟତ ଗାଁ ଲୋକ ମୋତେ ଏପରି ସଂମ୍ମାନ୍ନୀତ ଓ ଉତ୍ସବରେ ଉତ୍ସାହିତ କରିବା ମୋ ଜୀବନରେ କେବେ ମଧ୍ୟ ଭୁଲି ପାରିବିନି ଆଉ ମୋତେ ବହୁତ ଖୁସି ଲାଗିଲା ରଜ ରେ ମୁଁ ପଞ୍ଚାୟତର ଖାସକରି ଯୁବତୀ, କିଶୋର ବାଳିକା, ମହିଳା ଙ୍କୁ ସିଧାସଳଖ ସାକ୍ଷାତ କରି ଅନେକ ଭଲ ମନ୍ଦ ଆଲୋଚନା କରିବା ଜଣାପଡିଛି l ନାଏବ ସରପଞ୍ଚ ପଞ୍ଚାୟତ ରେ ରଜ ପାଳନ କରୁଥିବା ରଜ ଉତ୍ସବକରିବାରେ କିଛି ଆର୍ଥିକ ସହାୟତା କରିଥିବା ଗ୍ରାମ ବାସି ପ୍ରକାଶ କରିଥିଲେ ଏବଂ ନାଏବ ସରପଞ୍ଚ ଏମିତି ଆମ ସୁସମ୍ପର୍କ ସଦା ବେଳେ ଥାଉ l କମରାଘାଟ ଗ୍ରାମ ର ରଜ ଉତ୍ସବ ଦୁଇ ଦିନ ହୋଇଥିବା ବେଳେ ଗାଁ ରେ ଲୁକାୟିତ ଥିବା କଲା ପ୍ରତିଭା କୁ ଆଖିରେ ରଖି ସଂଗୀତ, ନୃତ୍ୟ, ପୁଚି, ଚୌକି ବସା ଏପରି ଅନେକ ପ୍ରତିଯୋଗିତା ହୋଇଥିଲାl ଏଥିରେ ଭାଗ ନେଇ ବିଜେତା ମାନଙ୍କୁ କିଛି ପୁରସ୍କାର ବିତରଣ କରିଥିବା ଜଣାପଡିଛି l ବହୁତ ସୁନ୍ଦର ଭାବରେ ରଜ କରି ଗାଁ ର ସମସ୍ତ ଲୋକ ବହୁତ ଆନନ୍ଦ ରେ ପାଳନ କରିଥିଲେ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ