ମହୁଲ ପାଟଣା ଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଦାଘାଟିତ
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ମହୁଲ ପାଟଣା ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆଜି ତା ୩୧/0୧/୨0୨୬ରିଖ ଶନିବାର ଦିନ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଦାଘାଟିତ ହୋଇଯାଇଛି l ମାଁ ଡୋକରୀ ମନ୍ଦିର ରୁ ମସାଲ ଶୋଭାଯାତ୍ରା ବାହାରି କ୍ରୀଡା ଉତ୍ସବ କରାଯାଉ ଥିବା ପର୍ଯ୍ୟନ୍ତ ହୋଇ ଥିଲା l ଏଥିରେ ମହୁଲ ପାଟଣା ପଞ୍ଚାୟତ ସରପଞ୍ଚ ମାଝୀ,ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲଷ୍ମୀଧର ନାଏକ, ଯୁବ ସମାଜ ସେବୀ ଚନ୍ଦନ ନାଏକ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ସମେତ ଅଭିଭାବକ ରହିଥିଲେ l ଏହି ଉତ୍ସବ ଯୋଗୁ ଛାତ୍ରଛାତ୍ରୀ ଦକ୍ଷତା କିଛି ଲୋକଲୋଚନ ଆଣିବା ପାଇଁ ହିଁ କ୍ରୀଡା ଉତ୍ସବ କରିବା ପ୍ରକାଶ କରି ଥିଲେ l ପ୍ରତି ବର୍ଷ ଭୋଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ପ୍ରକାର ଦୌଡ଼, ଲମ୍ବ ଓ ଉଚ୍ଚ ଡିଆଁ, ଭୋଲିବୋଲ, ଇତ୍ୟାଦି ପ୍ରକାର ପ୍ରତିଯୋଗିତା କରାଯାଇଥିଲା l ଏହା କୁ ନେଇ କଣ କହୁଛନ୍ତି ପ୍ରଧାନ ଶିକ୍ଷକ ଶୁଣି ନେବା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0