।। ଭାରତ ବନ୍ଦ ସଫଳ ହେଲା ସୁନାବେଡା ମୁନିସିପାଲିଟି ଏରିଆରେ ।।

Aug 21, 2024 - 21:06
 0  544
।। ଭାରତ ବନ୍ଦ ସଫଳ ହେଲା ସୁନାବେଡା ମୁନିସିପାଲିଟି ଏରିଆରେ ।।

କୋରାପୁଟ ଜିଲ୍ଲା ସୁନାବେଡ଼ା ପୈାରପରିଷଦ ଅଞ୍ଚଳରେ ଆଜି ଭାରତ ବନ୍ଦ ସଫଳ ହୋଇଛି ,ଏସି ,ଏସଟି ,ମାନଙ୍କର କଟା ସଂରକ୍ଷଣ କରିଥିବାରୁ ସୁପ୍ରିମକୋର୍ଟ ରାଏକୁ ବିରୋଧ କରି ଆଜି ଲକ୍ଷ୍ୟ ଲକ୍ଷ୍ୟ ,ଏସି,ଏସିଟି ମାନେ ଭାରତ ବନ୍ଦରେ ସାମିଲ ହୋଇ ସ୍କୁଲ କଲେଜ ପ୍ରତ୍ୟେକ ଅନୁଷ୍ଠାନ ସରକାରୀ କାର୍ଯ୍ୟାଳୟ ପୂରା ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ଜଣାପଡିଛି ଶାନ୍ତିପୂର୍ଣ୍ଣ ଭାବେ ।

ସୁନାବେଡ଼ା କୋରାପୁଟ ରୂ ରୂପ ଖରା ଙ୍କ ରିପୋର୍ଟ First news Odia

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ