।। ବିଜେପିରେ ଯୋଗଦେଲେ ପୂର୍ବତନ ଉପନଗରପାଳ ଦୁର୍ଗାମଣି ।।

Nov 5, 2024 - 21:02
 0  9
।। ବିଜେପିରେ ଯୋଗଦେଲେ ପୂର୍ବତନ ଉପନଗରପାଳ ଦୁର୍ଗାମଣି ।।

ବାରିପଦା ତା 5/11/ ବାରିପଦା ମ୍ୟୁନିସିପାଲିଟିର ପୂର୍ବତନ ଉପନଗରପାଳ ତଥା ମୟୂରଭଞ୍ଜ ବିଜେଡିର ନାରୀନେତ୍ରୀ ଦୁର୍ଗାମଣି ଆଚାର୍ଯ୍ୟ ବିଜେପିରେ ଯୋଗ ଦେଇଛନ୍ତି. ଆଜି ସ୍ଥାନୀୟ ତକତପୁର ସ୍ଥିତ ବିଜେପିର ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସେ ନିଜର ସମର୍ଥକଙ୍କ ସହିତ ଦଳରେ ଯୋଗ ଦେଇଛନ୍ତି ବୋଲି ଦଳର ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ପ୍ରକାଶ କରିଛନ୍ତି. ଶ୍ରୀମତୀ ଆଚାର୍ଯ୍ୟ ୨୦୦୩ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ବାରିପଦାର ପୋୖର ପରିଷଦର ଉପାଧ୍ୟକ୍ଷା ଓ ପରେ ପରେ ସହରର ଏକ ନମ୍ବର ୱାର୍ଡର କାଉନସିଲର ଥିଲେ. ସେ ଅତୀତରେ ବିଜେଡି ମହିଳା ମୋର୍ଚ୍ଚା ମୟୂରଭଞ୍ଜ ଜିଲ୍ଲା ଶାଖାର ସଭାନେତ୍ରୀ ମଧ୍ୟ ଥିଲେ.

ମୟୂରଭଞ୍ଜ ବାରିପଦା ରୁ ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ