ବଦଳିଲେ ଜିଲ୍ଲା ଅମଙ୍ଗଳ ଅଧିକାରୀ..ରବିନାରାୟଣ ମିଶ୍ର..,ଯୋଗଦେଲେ ଜିଲ୍ଲା ମଙ୍ଗଳ ଅଧିକାରୀ ଏ, ଶ୍ରୀନିବାସ ଆଚାର୍ଯ୍ୟ..

Nov 5, 2026 - 20:00
 0  2
ବଦଳିଲେ ଜିଲ୍ଲା ଅମଙ୍ଗଳ ଅଧିକାରୀ..ରବିନାରାୟଣ  ମିଶ୍ର..,ଯୋଗଦେଲେ ଜିଲ୍ଲା ମଙ୍ଗଳ ଅଧିକାରୀ ଏ, ଶ୍ରୀନିବାସ ଆଚାର୍ଯ୍ୟ..

ଫୁଲବାଣୀ ୫/୧୧/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)କନ୍ଧମାଳ ଜିଲ୍ଲା ରେ ଦୁର୍ନୀତି କାରି ରସିକିଆ ପ୍ରେମିକ ଜିଲ୍ଲା ଅମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ର ଙ୍କ କାହାଣୀ ଅତି ରଞ୍ଜିତ ଯାହାକି କହିଲେ ନ ସରେ l କନ୍ଧମାଳ ଜିଲ୍ଲା ରେ ଯୋଗ ଦେବା ଠାରୁ ଦୁର୍ନୀତି କାରି ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ହାତ ବାର୍ଷି କରି ଜିଲ୍ଲା ରେ ନାହିଁନ ଥିବା ଅମଙ୍ଗଳ କାର୍ଯ୍ୟ ଗୁଡ଼ାକ କରିଛନ୍ତି ଯାହାକି ତାଙ୍କ ବିରୁଦ୍ଧରେ କ, ନୂଆଗାଁ ବ୍ଲକ୍ ର ସାରଙ୍ଗଡ଼ ଗ୍ରାମବାସୀ ମାନେ ଆଇନ୍ ଗତ ମାମଲା ରୁଜୁ କରିଥିବା ଜଣା ପଡ଼ିଛି l ସେହିପରି ବିଦ୍ୟାଳୟ ମାନଙ୍କରେ ରହୁଥିବା ନିରୀହ ସିସିଏ, ଏବଂ ମେଟ୍ରୋନ ମାନଙ୍କୁ ବିଳମ୍ବ ରେ ବା ବର୍ଷ ତମାମ୍ ଦରମା ନ ଦେବା ସହିତ ସାରିରିକ ଏବଂ ମାନସିକ ଓ ଅର୍ଥଦଣ୍ଡ ନିର୍ଯାତନା ଦେଉଥିଲେ l ଫଳରେ ରବିନାରାୟଣ ମିଶ୍ର ଙ୍କ ନାମରେ ସି ସି ଏ ଏବଂ ମେଟ୍ରୋନ ମାନେ ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ମହୋଦୟ ଙ୍କୁ ଅଭିଯୋଗ କରିଆସୁଥିଲେ l ଯାହାକି ଏବେ ସେଇ ଦୁର୍ନୀତି କାରି ରସିକିଆ ପ୍ରେମିକ ଅମଙ୍ଗଳ ଅଧିକାରୀ ଙ୍କର ବଦଳି ହେଇଛି l ତାଙ୍କ ଜାଗାରେ ଏବେ କନ୍ଧମାଳ ଜିଲ୍ଲା ରେ ଜିଲ୍ଲା ମଙ୍ଗଳ ଅଧିକାରୀ ଏ, ଶ୍ରୀନିବାସ ଆଛାର୍ଯ୍ୟ ଯୋଗଦେଇଛନ୍ତି l କନ୍ଧମାଳ ଜିଲ୍ଲା ରେ ଯୋଗଦେବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଆଛାର୍ଯ୍ୟ ଜିଲ୍ଲା ରେ ଥିବା ସମସ୍ତ ବିଦ୍ୟାଳୟ ର ସମସ୍ୟା, ଛାତ୍ର ଛାତ୍ରୀ ମାନଙ୍କ ସମସ୍ୟା ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସମସ୍ୟା କୁ ସୁଚାରୁରୂପେ ତୁଲେଇବା ସହିତ କାର୍ଯ୍ୟାଳୟ ର ସମସ୍ତ ଷ୍ଟାପ୍ ଙ୍କ ସହଯୋଗ କାମନା କରିବି ବଲି ମତ ଦେବା ସହିତ ଜିଲ୍ଲାପାଳ ଙ୍କ ସହଯୋଗ କାମନା କରିଛନ୍ତି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ