।। ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେଶିକାଙ୍କ ୫୦ ବର୍ସ୍ତମ ଜନ୍ମ ବାର୍ଷିକୀ ପାଳନ ।।

Mar 18, 2024 - 15:46
 0  74
।। ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେଶିକାଙ୍କ ୫୦ ବର୍ସ୍ତମ ଜନ୍ମ ବାର୍ଷିକୀ ପାଳନ ।।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେଶିକା ଆଜି ତାଙ୍କର ୫୦ ବର୍ସ୍ତମ ଜନ୍ମ ବାର୍ଷିକୀ ପାଳନ କରିଛନ୍ତି।ଏହି କ୍ଷେତ୍ରରେ ତାଙ୍କୁ ଜନ୍ମ ଦିନର ଶୁଭକାମନା ଦେବାପାଇଁ ଶତାଧିକ କର୍ମୀଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା।ଶ୍ରୀଯୁକ୍ତ କୁଲେଶିକାଙ୍କ ପରିବାର ଉପସ୍ଥିତ ଥିବା ବେଳେ ପୂର୍ବତନ ସାଂସଦ ଝୀନ ହିକକା,ନାରାୟଣପାଟଣା ବ୍ଲକ୍ ଅଧ୍ୟକ୍ଷ ଗୋଳଦି ତ୍ରିନାଥ ଙ୍କ ସମେତ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସୁବେଶ୍ଛୁ ଉପସ୍ଥିତ ରହି ଜନ୍ମ ଦିନର ହାର୍ଦ୍ଦିକ ଶୁଭକାମନା ଜଣାଇଥିଲେ।

ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ କୋରପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ