।। ପୁଣି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ବିବାଦୀୟ ବୟାନ ।।

Apr 9, 2023 - 14:06
 0  49
।। ପୁଣି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ବିବାଦୀୟ ବୟାନ ।।

ସର୍ବଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ କହିଲେ ଡକାୟତ । ପ୍ରଶାସନିକ ବ୍ୟବସ୍ଥା ଉପରେ ଉଠାଇଲେ ପ୍ରଶ୍ନ । ନିଜ ଦଳ ବିଜେପିରେ ବି ଅଛନ୍ତି ପୂର୍ବତନ ଆଇଏଏସ, ଆଇପିଏସ ଅଫିସର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ