ପଂଚାୟତ ସ୍ତରୀୟ ସମନ୍ନୟ ମେଳା

Feb 3, 2026 - 21:43
 0  2
ପଂଚାୟତ ସ୍ତରୀୟ ସମନ୍ନୟ ମେଳା

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପୀନାଥ ପୁର ଗ୍ରାମପଞ୍ଚାୟତ ଫୋଟକି ମହୁଲ ଗ୍ରାମଠାରେ ପଂଚାୟତ ସ୍ତରୀୟ ସମନ୍ନୟ କମିଟି ଏବଂ ଗ୍ରାମବିକାଶ ଦ୍ଵାରା ଗ୍ରାମପଂଚାୟତ ସ୍ତରୀୟ ମେଳା ତାରିଖ -31-01-2026 ରିଖ ଶନିବାର ଦିନ ଅନୁଷ୍ଠିତ ହଇଛି l ମୁଖ୍ୟ ଅତିଥି ଭାବରେ G.P. D. O ଶ୍ରୀଯୁକ୍ତ - ବାଲେଶ୍ୱର ନାଏକ, ମୁଖ୍ୟ ବକ୍ତା ଭାବରେ ସରପଞ୍ଚ ଶ୍ରୀଯୁକ୍ତ ଧନସିଂ ମାଝୀ ଏବଂ ସମ୍ମାନିତଅତିଥି ଭାବରେ P. E. O. ଶ୍ରୀଯୁକ୍ତ ଗୋରାସିଂ ମାଝୀ, G. P. C. C. ର ଉପସଭାପତି ଶ୍ରୀମତୀ ସୁମିତ୍ରା ନାଏକ ସଭ୍ୟ.bsso ସୁନାରାମ ସୋରେନ ସିନ୍ଦିପଦର ପଂଚାୟତ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଲି ମାଝୀ ପୂର୍ବ ତନ ସରପଞ୍ଚ ବିକ୍ରମ ମାଝୀ B. P. C. H ରାଜେନ୍ଦ୍ର ନାରାୟଣ ଦେବ l G. P. C. C ର ସଭ୍ୟ ଜୟ ମାଝୀ ନର୍ସିଙ୍ଗ ଯାନୀ, ବସନ୍ତ ଯାନୀ, ଗ୍ରାମ ବିକାଶ ଶିକ୍ଷା ନିକେତନ ବିଦ୍ୟାଳୟ ର ନୀଳମାଧବ ପାଢ଼ୀ ମଂଚାସୀନ ଗ୍ରହଣ କରିଥିଲେ l ଗୋପୀନାଥପୁର ଗ୍ରାମ ପଂଚାୟତ ର 17 ଟି ଗ୍ରାମ ର ଗ୍ରାମ ଉନୟନ କମିଟି ର ସଦସ୍ୟ ସଦସ୍ୟା ୱାର୍ଡ ମେମ୍ବର.ଅଙ୍ଗନବାଡି.ଆଶା କର୍ମୀ.ଏମ୍ବିକେ.ସିଆରପି. ଶୟଙ୍ଗ ସହାୟିକା ଗଷ୍ଟି ର ସଦସ୍ୟା ଓ ଗ୍ରାମବାସି ଯୋଗ ଦେଵା ସହିତ ଗ୍ରାମ ବିକାଶ କୁମୁଡାବାହାଲ ଓ ଏଡ୍ରି ର କର୍ମ କର୍ତା ଜଗଦେଇ ଥିଲେ l ସରକାରଙ୍କ ଗ୍ରାମ ସମୃଦ୍ଧି ଯଜନା ଉପରେ ଆଲଚନା କରାଯାଇଥିଲା l ବିଭିନ୍ନ ଗ୍ରାମ ରୁ ଆସିଥିବା ବିଭିନ୍ନ ଉନ୍ନୟନ ମୂଳକ ଦାବି ଓ ପ୍ରକଳ୍ପ ଗୁଡିକ ଗ୍ରାମ ପଂଚାୟତ ସମନ୍ୱୟ କମିଟି ର ଉପସଭାପତି ଶ୍ରୀମତୀ ସୁନିତା ନାଏକ ଅଧିକାରୀଙ୍କ ନିକଟରେ ଉପସ୍ଥାପନା କରିବା ସହିତ ଲିଖିତ ଭାବରେ ପ୍ରଦାନ କରିଥିଲେ l ଏ ଅବସରରେ ଦୂରଖାଳ.କେନ୍ଦୁମୁଣ୍ଡି.ଓ ବ୍ରହ୍ମଣୀଚଂଚରା.ବିଦ୍ୟାର୍ଥୀଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରାଯାଇଥିଲା l ଏଥି ସହିତ ଆଇ.ସି.ଡ଼ିଏସ ର ଅଙ୍ଗନବାଡି କର୍ମୀ.ଆଶା କର୍ମୀ.ଜୀବନ ଜୀବିକା ମିଶନ ତରଫରୁ ଷ୍ଟୋଲଜରିଆ ରେ ପୋଷଣ ଖାଦ୍ୟ.ସ୍ୱାସ୍ଥ୍ୟ ଷ୍ଟୋଲ ଲଗାଯାଇଥିଲା l ଲକ ମାନଙ୍କ ଆଧାର କାର୍ଡ ସଂଶଧନ ଓ ନୂତନ କାର୍ଡ ପାଇଁ ଆଧାର ସେଣ୍ଟର କରାଯାଇଥିଲା ମଞ୍ଚପରିଚାଳନା କରୁଥିବା ବଡ଼ ବାପଳା ର ମଧୁବନ ନାଏକ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ