ନୂଆପଡା ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ଘୋଷିତ

Jan 26, 2025 - 05:06
 0  23
ନୂଆପଡା ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ଘୋଷିତ

ନୂଆପଡା : ୨୫/୧/୨୫ ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା କର୍ଯ୍ୟାଳୟ ଠାରେ ଆୟୋଜିତ ଖବରଦାତା ସମ୍ମୀଳନୀରେ ବିଜେପି ଜିଲ୍ଲା ସଭାପତି ଭାବରେ କମଲେଶ ଦିକ୍ଷିତ ଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଗୋବିନ୍ଦ ଜୈନ ଘୋଷଣା କରିଛନ୍ତି l ଏହି ସମୟରେ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍, କଳାହାଣ୍ଡି ଏମ ପି ମାଳବିକା ଦେବୀ, ପୂର୍ବତନ ଏମ ପି ବସନ୍ତ ପଣ୍ଡା, ଲୋକସଭା ପ୍ରଭାରୀ ରମେଶ ସାହୁ, ହିତେଶ ବଗର୍ତ୍ତି, ସରୋଜ କୁମାର ସାହୁ, ଯଦୁମଣି ପାଣିଗ୍ରାହୀ, ସୁବ୍ରତ ଠାକୁର, ଅଭିନନ୍ଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ