ନୂଆପଡ଼ା ଜିଲ୍ଲା ସଦଭାବନା ସଭାଗୃହରେ ଷଷ୍ଠ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ
ନୂଆପଡା : ଷଷ୍ଠ ଜିଲ୍ଲାପରିଷକ ବୈଠକ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ଡଲି ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଳାହାଣ୍ଡି ସାଂସଦ ମାନ୍ୟବର ଶ୍ରୀମତୀ ମଳବିକ ଦେଓ, ନୂଆପଡ଼ା ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ଜୟ ଢୋଲକିଆ, ଖରିଆର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ଅରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଉପାଧ୍ଯକ୍ଷା ଶ୍ରୀମତୀ । ଏତଦବ୍ୟତୀତ ସମସ୍ତ ପାଞ୍ଚ ଗୋଟି ବ୍ଲକ ର ଅଧ୍ଯକ୍ଷ ଓ ଅଧ୍ଯକ୍ଷା ମାନେ ମାଧ୍ୟ ଉପସ୍ଥିତ ରହିଥିଲେ I ଜିଲ୍ଲାର ଜିଲ୍ଲା ପରିଷଦ ପରିସରରେ ଆସୁଥିବା ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସର୍ବ ପ୍ରଥମେ ମୁଗ୍ଧ ଭର୍ଣୟନ ଅଧିକାରୀ, ଶ୍ରୀଯୁକ୍ତ ଲମ୍ବୋଧର ଧାରୁଆ ସ୍ଵାଗତ ଅଭିଭାଷଣ ଦେଇଥିଲେ I ତତ୍ପରେ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ଡଲି ମାଝି ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା କୃଷି ବିଭାଗ, ଜିଲ୍ଲା ଖାହୁ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଅନୂସୂଚିତ ଜାତି ଓ ଜନଜାତି ଊର୍ଡ଼ୟନ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ମସ୍ୟ ବିଭାଗ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ସମାଜ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ବିଦ୍ୟୁତ ବିଭାଗ,(TPWODL), ଗ୍ରାମ୍ୟ ଉର୍ଣ୍ନୟନ ବିଭାଗ, ଖରିଆଉ, ଗ୍ରାମ୍ୟ ଉର୍ଣୟନ ବିଭାଗ, ନୂଆପଡ଼ା, ଉଡୟଆଣା ବିଭାଗ, ସମବାୟ ବିଭାଗ, ଜଳ ବିଭାଜିକା ବିଭାଗ ଉଠ ଜଳସେଚନ ବିଭାଗ, ପଞ୍ଚାୟତି ରାଜ ବିଭାଗ ଏବଂ ଅନ୍ୟ ଜିଲ୍ଲା ସ୍ତରୀୟ ବିଭାଗ ତଥା ଅକାରୀ ମାନେ ଉପସ୍ଥିତ ରହି ଜିଲ୍ଲାରେ ହେଉଥିବା ଉର୍ଣ୍ନୟନ ମୂଳକ ଆଲୋଚନାରେ ସକ୍ରୀୟ ଭାବରେ ଭାଗନେଇ ଆଗକୁ ଆହୁରି କେମିତି ସମସ୍ତ କାର୍ଯକୁ ଅଗ୍ରାଧୁକାର କିଛିରେ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। ନୂଆପଦ ଜିଲ୍ଲାରେ ଥିବା ଜଳସେଚନ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା I
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0