ନବମ ତମ ବାର୍ଷିକ ସିନ୍ଦେର ଉର୍ତ୍ସବ 2925 ଉଦଯାପିତ

ଥୁଆମୂଳ ରାମପୁର ବ୍ଲକର ବିରିକୋଟ ପଞ୍ଚାୟତ ଅଧିନସ୍ଥ ବଲଙ୍ଗି ଗ୍ରାମ ଠାରେ ନବମ ତମ ବାର୍ଷିକ ସିନ୍ଦେର ଉତ୍ସବ 2025 ଉଦଯାପିତ ହୋଇଯାଇଛି l ଦୁଇ ଦିନ ଧରି ବିଭିନ୍ନ ପ୍ରତିଯୋଗିତା ରଖାଯାଇଥିବା ବେଳେ ପ୍ରତିଯୋଗିତାରେ ବିଜୟ କରି ଥିବା ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଧାନ କରିଥିଲେ l ଉକ୍ତ ଉତ୍ସବରେ ଗତ ତା 14/02/2025ରିଖ ଶୁକ୍ରବାର ପ୍ରଥମ ଦିନରେ ବ୍ଲକ ସ୍ତରୀୟ ଭୋଳିବଳ ପ୍ରତିଯୋଗିତା ଓ ଦ୍ଵିତୀୟ ଦିନ ତା 15/02/2025ରିଖ ଶନିବାର ଭୋଳିବଳ ଫାଇନାଲ ପ୍ରତିଯୋଗିତା ଥିବା ସହ କଳସ ଯାତ୍ରା, ତୀରଚାଳନା ଭୋଳି ଅନେକ ପ୍ରତିଯୋଗିତା କରିଥିବା ବେଳେ ରାତିରେ ଦର୍ଶକ ମାନଙ୍କ ମନରଞ୍ଜନ ପାଇଁ ସାଂକୃତିକ ନାଟକ ଧର୍ମଗଡ଼ ବ୍ଲକ ଲଛପୁର ଗ୍ରାମ ହୋଇଥିଲା l ଏହା ସିନ୍ଦେର ଅନୁଷ୍ଠାନ ଆୟୋଜନ କରିଥିଲେ l ଉତ୍ସବ ଅତି ସୁନ୍ଦର ଭାବେ ହୋଇ ଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ବୋଲି ବୁଦ୍ଧି ଯିବି ଆଲୋଚନା ହେଉଛି l ଏପରି ଆଗାମୀ ଦିନରେବି ଉତ୍ସବ ସୁନ୍ଦର ଭାବେ ପରିଚାଳିତ ହେଉଥାଉ ବୋଲି ଦର୍ଶକ ଓ ପର୍ଯ୍ୟଟକ ଭିତରେ ଆଲୋଚନା କରୁଛନ୍ତି l
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ
What's Your Reaction?






