ଧନସୁଲି ଗ୍ରାମ ରେ ଶ୍ରୀ ରାମ ନବମୀ ଉତ୍ସବ ପାଳିତ

Apr 6, 2025 - 15:51
Apr 6, 2025 - 16:14
 0  12
ଧନସୁଲି ଗ୍ରାମ ରେ ଶ୍ରୀ ରାମ ନବମୀ ଉତ୍ସବ ପାଳିତ

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ଧନସୁଲି ଗ୍ରାମ ପଞ୍ଚାୟତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ଆଜି ଶ୍ରୀ ରାମ ନବମୀ ଉତ୍ସବ ପାଳିତ ହେଉଛି। ଶ୍ରୀ ବିଷ୍ଣୁ ଯେବେ ପୃଥିବୀ ପୃଷ୍ଠ ରେ ଅନ୍ୟାୟ ଅତ୍ୟାଚାର ର ବୃଦ୍ଧି ବଢ଼ି ଚାଲେ ସେହି ସମୟରେ ପାପର ବିନାଶ କରିବା ପାଇଁ ଶ୍ରୀ ବିଷ୍ଣୁ ଭଗବାନ ନୂତନ ଅବତାର ଧାରଣ କରି ଆସନ୍ତି । ଆଜି ଚୈତ୍ର ଶୁକ୍ଳ ପକ୍ଷ ରବିବାର ଏପ୍ରିଲ ୬ ତାରିଖ ୨୦୨୫ ରବିବାର ଦିନ ବିଷ୍ଣୁ ଭଗବାନ ଙ୍କ ଦଶ ଅବତାର ଭିତରୁ ସପ୍ତମ ଅବତାର ହେଉଛି ଶ୍ରୀ ରାମ ଚନ୍ଦ୍ର ଙ୍କ ଅବତାର , ଅଯୋଧ୍ୟା ରାଜା ଶ୍ରୀ ଦଶରଥ ଙ୍କ ଘରେ ଏହି ଦିନ ଶ୍ରୀ ରାମ ନାମରେ ଅବତାର ହୋଇ ଆସିଥିଲେ ଆଉ ତ୍ରେତୟା ଯୁଗର ପାପ କୁ ବିନାଶ କରିଥିଲେ ସେହି ଉପଲକ୍ଷେ ଆଜି ଶ୍ରୀ ରାମ ଚନ୍ଦ୍ର ଙ୍କ ଜନ୍ମଦିବସ ଧନସୁଲି ଗ୍ରାମରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି , ସହ ସହ ଭକ୍ତ ଉପସ୍ଥିତ ରହି ଧୁମ୍ ଧାମ ରେ ରାଲି କରି ଶ୍ରୀ ଜଗନ୍ନାଥ ମନ୍ଦିର ରେ ପହଞ୍ଚି ପ୍ରସାଦ ସେବନ କରିଥିଲେ ।

 କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନ ଙ୍କ ରିପୋର୍ଟ first news odisha

What's Your Reaction?

Like Like 2
Dislike Dislike 0
Love Love 3
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ